ଆଜି ବଜାରକୁ ଆସୁଛି ବଜାଜର ଚେତକ ସ୍କୁଟର!

ନୂଆଦିଲ୍ଲୀ: ଆଜି ପୁଣିଥରେ ବଜାଜ ସ୍କୁଟର ଛାଡ଼ିବ। ଆଧୁନିକ ଜ୍ଞାନକୌଶଳ ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍କୁଟର ତିଆରି ହୋଇଛି। ଏହା ବଜାଜ କମ୍ପାନୀର ପ୍ରଥମ ଇଲେକ୍ଟ୍ରୋନିକ୍ସ ସ୍କୁଟର। କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି ଏହି ସ୍କୁଟରର ଲଞ୍ଚ କରିବେ। କମ୍ପାନୀ ଏହି ସ୍କୁଟରର ନାମ ଚେତକ ରଖିଛି ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଏହି ସ୍କୁଟରଟି ସ୍ପୋର୍ଟି ସାଙ୍ଗକୁ ରେଟ୍ରୋ ଲୁକ୍ ରହିଛି। ଅର୍ଥାତ ବଜାରରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ […]

bajaj-chetak-chic

bajaj-chetak-chic

Subhransu Sekhar
  • Published: Wednesday, 16 October 2019
  • Updated: 16 October 2019, 01:42 PM IST

Sports

Latest News

ନୂଆଦିଲ୍ଲୀ: ଆଜି ପୁଣିଥରେ ବଜାଜ ସ୍କୁଟର ଛାଡ଼ିବ। ଆଧୁନିକ ଜ୍ଞାନକୌଶଳ ଓ ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ସ୍କୁଟର ତିଆରି ହୋଇଛି। ଏହା ବଜାଜ କମ୍ପାନୀର ପ୍ରଥମ ଇଲେକ୍ଟ୍ରୋନିକ୍ସ ସ୍କୁଟର। କେନ୍ଦ୍ର ପରିବହନ ମନ୍ତ୍ରୀ ନିତୀନ ଗଡ଼କରୀ ଆଜି ଏହି ସ୍କୁଟରର ଲଞ୍ଚ କରିବେ।

କମ୍ପାନୀ ଏହି ସ୍କୁଟରର ନାମ ଚେତକ ରଖିଛି ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଏହି ସ୍କୁଟରଟି ସ୍ପୋର୍ଟି ସାଙ୍ଗକୁ ରେଟ୍ରୋ ଲୁକ୍ ରହିଛି। ଅର୍ଥାତ ବଜାରରେ ଚାଲିଥିବା ଟ୍ରେଣ୍ଡ ଅନୁସାରେ ଓ ସମସ୍ତ ବର୍ଗଙ୍କୁ ପସନ୍ଦ ଆସିଲା ଭଳି ଏହି ସ୍କୁଟରଟିକୁ ତିଆରି କରାଯାଇଛି। ସ୍କୁଟରର ଉଭୟ ଆଗ ଏବଂ ପଛ ଚକରେ ଡିସ୍ ବ୍ରେକ୍ ରହିଛି।

ଚାଳକଙ୍କ ସୁରକ୍ଷା ପାଇଁ ସ୍କୁଟରରେ ଇଣ୍ଟିଗ୍ରେଟେଡ ବ୍ରେକିଂ ସିଷ୍ଟମ (ଆଇବିଏସ) ରହିଛି। ବଜାଜ ଏହି ସ୍କୁଟରର ଦାମ ବାବଦରେ କୌଣସି ଘୋଷଣା କରି ନାହିଁ। ହେଲେ ୬୦ ହଜାର ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।

ଚେତକ ସ୍କୁଟର ୧୯୭୨ରେ ପ୍ରଥମଥର ପାଇଁ ବଜାରକୁ ଆସିଥିଲା। ୯୦ ଦଶକରେ ଦେଶ ବିଦେଶରେ ସବୁଠାରୁ ଅଧିକ ସଫଳତା ହାସଲ କରିଥିଲା ବଜାଜ ଚେତକ। ମୋଟର ସାଇକେଲର ଚାହିଦା ବଢ଼ିବା ପରେ କମ୍ପାନୀ ଏହି ଗାଡି ନିର୍ମାଣ ୨୦୦୬ରେ ବନ୍ଦ କରି ଦେଇଥିଲା। ଏବେ କିନ୍ତୁ ପୁଣିଥରେ ଇଲେକ୍ଟ୍ରୋନିକ୍ସ ସ୍କୁଟର ଉପରେ ଗୁରୁତ୍ୱ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story