ଆଜି କରାେନା ନେଲା ୧୪ ଜୀବନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଆଜି କରୋନାରେ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଛି। Regret to inform the demise of fourteen #COVID19 positive patients while under treatment in hospitals. 1. A 49-year old male of Bhubaneswar who was also suffering from Chronic Kidney Disease & […]

1-corona

Ranjit Kumar Jena
  • Published: Sunday, 18 October 2020
  • , Updated: 18 October 2020, 11:39 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ଆଜି କରୋନାରେ ୧୪ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଆଜି ଭୁବନେଶ୍ୱରରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଛି।
https://twitter.com/HFWOdisha/status/1317702573638381568?s=20

https://twitter.com/HFWOdisha/status/1317702660552683525?s=20

https://twitter.com/HFWOdisha/status/1317702728626237442?s=20

https://twitter.com/HFWOdisha/status/1317702785400414208?s=20

https://twitter.com/HFWOdisha/status/1317702835270610944?s=20

https://twitter.com/HFWOdisha/status/1317702862319669249?s=20

ସେହିପରି କଟକରୁ ଦୁଇଜଣ, ଜଗତସିଂହପୁରରୁ ଦୁଇଜଣ, ମୟୂରଭଞ୍ଜ, ପୁରୀ, ଢେଙ୍କାନାଳ, କନ୍ଧମାଳ, ବଲାଙ୍ଗିର ଓ ସମ୍ବଲପୁରରୁ ଜଣେ ଲେଖାଏ କରୋନାରେ ମୃତ୍ୟୁବରଣ କରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୧୩୫ରେ ପହଞ୍ଚିଛି।

Related story