ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୬୪୫ ନୂଆ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୧୫୧ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧୪୯୪ଟି ହେଉଛି ଲୋକାଲ୍ କେସ୍।
Covid-19 Report For 14th September
New Positives Cases: 3645
In quarantine: 2151
Local contacts: 1494(Details of local contacts will be shared by concerned Dist Administration)
District Wise Cases
1. Angul: 39
2. Balasore: 156
3. Bargarh: 157
4. Bhadrak: 143
5. Balangir: 39— I & PR Department, Odisha (@IPR_Odisha) September 15, 2020
ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲାର। ଏଠାରୁ ୫୧୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 137
23. Nawarangpur: 90
24. Nayagarh: 38
25. Nuapada: 90
26. Puri: 246
27. Rayagada: 79
28. Sambalpur: 127
29. Sonepur: 99
30. Sundargarh: 84
31. State Pool: 344New Recoveries: 3382
Cumulative Tested: 2516457
Positive: 158650
Recovered: 122024
Active Case: 35928— I & PR Department, Odisha (@IPR_Odisha) September 15, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୬୫୦ରେ ପହଞ୍ଚିଥିବା ବେଳେ ୧,୨୨,୦୨୪ ଜଣ ସୁସ୍ଥ ହୋଇସାରିଲେଣି। ୩୫,୯୨୮ ଜଣ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୬୪୫ରେ ପହଞ୍ଚିଛି।