ରାଜ୍ୟରେ ୨ ହଜାର ତଳକୁ ଖସିଲା ଚିହ୍ନଟ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି। ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। […]

coorona-07

Niharika Rout
  • Published: Monday, 19 October 2020
  • , Updated: 19 October 2020, 11:46 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଦୀର୍ଘ ମାସ କଲବଲ କରିବା ପରେ ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ତଳକୁ ଖସିବାକୁ ଲାଗିଛି। କିଛି ଦିନ ପୂର୍ବେ ୪ ହଜାର ଉପରେ ରହୁଥିବା ଗ୍ରାଫ୍‌ ୩ ହଜାର ତଳକୁ ଓ ପରେ ୨ ହଜାର ତଳକୁ ଖସି ଆସିଛି।

ରାଜ୍ୟରେ ନୂଆ ୧୯୮୨  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।  ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ  ୧୧୫୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ଅବଶିଷ୍ଟ ୮୨୬ ହେଉଛି ଲୋକାଲ୍ କେସ୍‌। 

Related story