କରୋନା ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଛାତ୍ରୀଙ୍କ ପରଲୋକ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆଉଜଣେ କୋଭିଡ୍ ଯୋଦ୍ଧାଙ୍କୁ ହରାଇଲେ ରାଉରକେଲା ବାସୀ। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଦ୍ୱିତୀୟ ବର୍ଷ ସର୍ଜରୀର DNB ଛାତ୍ରୀ ଡକ୍ଟର ପ୍ରିୟାଶ୍ରୀ କୁମାରୀ କୋଭିଡରେ ଅକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରିୟାଶ୍ରୀ ବିହାର ନାଳନ୍ଦ। ଜିଲ୍ଲାର ଏବଂ ରାଉରକେଲା IGH ରେ ଡାକ୍ତର ଥିଲେ। କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ କରୋନା ରେ ଜୀବନ ହାରିଦେଲେ। ରବିବାର ଦିନ ବେଦବ୍ୟାସ ସ୍ୱର୍ଗଦ୍ୱାରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ […]

priya

Ranjit Kumar Jena
  • Published: Monday, 19 October 2020
  • , Updated: 19 October 2020, 02:54 PM IST

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ଆଉଜଣେ କୋଭିଡ୍ ଯୋଦ୍ଧାଙ୍କୁ ହରାଇଲେ ରାଉରକେଲା ବାସୀ। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଦ୍ୱିତୀୟ ବର୍ଷ ସର୍ଜରୀର DNB ଛାତ୍ରୀ ଡକ୍ଟର ପ୍ରିୟାଶ୍ରୀ କୁମାରୀ କୋଭିଡରେ ଅକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ପ୍ରିୟାଶ୍ରୀ ବିହାର ନାଳନ୍ଦ। ଜିଲ୍ଲାର ଏବଂ ରାଉରକେଲା IGH ରେ ଡାକ୍ତର ଥିଲେ।

କରୋନା ରୋଗୀଙ୍କ ଚିକିତ୍ସା କରୁ କରୁ ନିଜେ କରୋନା ରେ ଜୀବନ ହାରିଦେଲେ। ରବିବାର ଦିନ ବେଦବ୍ୟାସ ସ୍ୱର୍ଗଦ୍ୱାରରେ ତାଙ୍କୁ ଗାର୍ଡ ଅଫ ଅନର ଦିଆଯାଇ ସଂସ୍କାର କରାଯାଇଥିଲା। ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ADM ଅବୋଲି ସୁନୀଲ ନର୍ବାନେ, IGHର Director, ପ୍ରିୟାଶ୍ରୀଙ୍କ ସହପାଠୀଙ୍କ ସହ ପରିବାର ଲୋକମାନେ ଉପସ୍ଥିତ ରହି ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

Related story