ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪୨୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୫୦୨ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧୭୩୯ ଟି ହେଉଛି ଲୋକାଲ୍ କେସ୍।
ସମସ୍ତ ୩୦ ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ୪୨୪୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କଟକରୁ ୩୮୯, ଷ୍ଟେଟ୍ ପୁଲ୍ରୁ ୩୩୦, ପୁରୀରୁ ୨୯୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ସୁନ୍ଦରଗଡ଼ରୁ ୧୯୪, ଯାଜପୁରରୁ ୧୫୦, ବରଗଡ଼ରୁ ୧୪୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୟୂରଭଞ୍ଜରୁ ୧୪୭, ବାଲେଶ୍ୱରରୁ ୧୪୧, ସୁବର୍ଣ୍ଣପୁରରୁ ୧୨୯, ଜଗତସିଂହପୁରରୁ ୧୨୬, କନ୍ଧମାଳରୁ ୧୧୬ ଓ କଳାହାଣ୍ଡିରୁ ୧୧୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Covid-19 Report For 16th September
New Positives Cases: 4241
In quarantine: 2502
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 84
2. Balasore: 141
3. Bargarh: 149
4. Bhadrak: 72
5. Balangir: 44— I & PR Department, Odisha (@IPR_Odisha) September 17, 2020
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୩୮୯ ଜଣ ଚିହ୍ନଟ ହୋଇଛନ୍ତି। ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ସୋନପୁର ଓ ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଅଧିକ ରହିଥିବା ବେଳେ ଗଞ୍ଜାମରେ ୭୫ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 147
23. Nawarangpur: 107
24. Nayagarh: 94
25. Nuapada: 99
26. Puri: 291
27. Rayagada: 66
28. Sambalpur: 91
29. Sonepur: 129
30. Sundargarh: 154
31. State Pool: 330New Recovery: 4121
Cumulative Tested: 2619601
Positive: 167161
Recovered: 129859
Active Case: 36580— I & PR Department, Odisha (@IPR_Odisha) September 17, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୬୭,୧୬୧ରେ ପହଞ୍ଚିଥିବା ବେଳେ ୧,୨୯,୮୫୯ ଜଣ ସୁସ୍ଥ ହୋଇସାରିଲେଣି। ୩୬,୫୮୦ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିପରି ୬୬୯ ଜଣଙ୍କର କରୋନାରେ ମୃତ୍ୟୁ ହୋଇସାରିଛି।