ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୨୦୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨,୪୪୧ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ୧,୭୬୮ଟି ହେଉଛି ଲୋକାଲ୍ କେସ୍।
Covid-19 Report For 18th September
New Positive Case: 4209
In Quarantine: 2441
Local Contacts: 1768(Details of local contacts will be shared by concerned Dist Administration)
District Wise Cases
1. Angul: 109
2. Balasore: 183
3. Bargarh: 116
4. Bhadrak: 43
5. Balangir: 78— I & PR Department, Odisha (@IPR_Odisha) September 19, 2020
ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୬୬୩ ଜଣ ଚିହ୍ନଟ ହୋଇଥିବା ବେଳେ କଟକରେ ୪୯୧ ଜଣ ଚିହ୍ନଟ ହୋଇଛନ୍ତି।
22. Mayurbhanj: 107
23. Nawarangpur: 102
24. Nayagarh: 47
25. Nuapada: 52
26. Puri: 326
27. Rayagada: 92
28. Sambalpur: 154
29. Sonepur: 83
30. Sundargarh: 121
31. State Pool: 210New Recovery: 4101
Cumulative Tested: 2715822
Positive: 175550
Recovered: 137567
Active Case: 37239— I & PR Department, Odisha (@IPR_Odisha) September 19, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୭୫,୫୫୦ ଜଣ ଚିହ୍ନଟ ହୋଇଥିବା ବେଳେ ୧,୩୭,୫୬୭ ସୁସ୍ଥ ହୋଇସାରିଲେଣି। ୩୭,୨୩୯ ଜଣ ଚିକିତ୍ସାଧୀନ ଅଛନ୍ତି।