ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୪,୨୪୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨,୫୦୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୧,୭୩୯ଟି ହେଉଛି ଲୋକାଲ୍ କେସ୍।
Covid-19 Report For 20th September
New Positive Cases: 4242
In quarantine: 2503
Local contacts: 1739(Details of local contacts will be shared by concerned Dist Administration)
District Wise Cases
1. Angul: 130
2. Balasore: 155
3. Bargarh: 114
4. Bhadrak: 114
5. Balangir: 68— I & PR Department, Odisha (@IPR_Odisha) September 21, 2020
ଏହି ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୬୫୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକ ଜିଲ୍ଲା ଦ୍ୱିତୀୟ ସ୍ଥାନରେ ରହିଛି। ଏହି ଜିଲ୍ଲାରୁ ୫୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
22. Mayurbhanj: 171
23. Nawarangpur: 54
24. Nayagarh: 53
25. Nuapada: 58
26. Puri: 182
27. Rayagada: 134
28. Sambalpur: 113
29. Sonepur: 19
30. Sundargarh: 133
31. State Pool: 206New Recovery: 4018
Cumulative Tested: 2814734
Positive: 184122
Recovered: 145675
Active Case: 37684— I & PR Department, Odisha (@IPR_Odisha) September 21, 2020
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୮୪,୧୨୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧,୪୫,୬୭୫ ଜଣ ସୁସ୍ଥ ହୋଇସାରିଛନ୍ତି। ୩୭,୬୮୪ ଜଣ ଚିକିତ୍ସାଧୀନ ଅଛନ୍ତି। ସେହିଭଳି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଞ୍ଚିଛି।