ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍‌ ଠକେଇ: ଇନ୍ଦୁ ଦିୱାନଙ୍କୁ ଅନ୍ତରୀଣ ଜାମିନ

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ମଡେଲ୍ ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁ ଦିୱାନଙ୍କୁ ଗତକାଲି ସୁପ୍ରିମ୍‌କୋର୍ଟରୁ ମିଳିଛି ଅନ୍ତରୀଣ ଜାମିନ୍‌। ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଥିବା ପ୍ରୀତିଙ୍କୁ ସିବିଆଇ କୋର୍ଟରେ ୮୨ ଲକ୍ଷ ୩୦ ହଜାର ଟଙ୍କା ଜମା କରି ଜାମିନ୍‌ରେ ଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ଉଭୟ ପ୍ରୀତି ଭାଟିଆ ଓ ଇନ୍ଦୁ ଦିୱାନଙ୍କୁ ଗିରଫ କରିଥିଲା। ପୂର୍ବରୁ ପ୍ରୀତି ଭାଟିଆଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍ ମିଳିଥିଲା।

indu-diawan

indu-diawan

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 07:39 AM IST

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ମଡେଲ୍ ପ୍ରୀତି ଭାଟିଆଙ୍କ ଭଉଣୀ ଇନ୍ଦୁ ଦିୱାନଙ୍କୁ ଗତକାଲି ସୁପ୍ରିମ୍‌କୋର୍ଟରୁ ମିଳିଛି ଅନ୍ତରୀଣ ଜାମିନ୍‌। ଭୁବନେଶ୍ୱରର ଝାରପଡ଼ା ଜେଲ୍‌ରେ ଥିବା ପ୍ରୀତିଙ୍କୁ ସିବିଆଇ କୋର୍ଟରେ ୮୨ ଲକ୍ଷ ୩୦ ହଜାର ଟଙ୍କା ଜମା କରି ଜାମିନ୍‌ରେ ଯିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ୍ ଠକେଇ ମାମଲାରେ ସିବିଆଇ ଉଭୟ ପ୍ରୀତି ଭାଟିଆ ଓ ଇନ୍ଦୁ ଦିୱାନଙ୍କୁ ଗିରଫ କରିଥିଲା। ପୂର୍ବରୁ ପ୍ରୀତି ଭାଟିଆଙ୍କୁ ସୁପ୍ରିମ୍‌କୋର୍ଟରୁ ଜାମିନ୍ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story