ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲା: ପ୍ରାଥମିକ ଚାର୍ଜସିଟ୍‌ ଦାଖଲ

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୋମବାର ସିବିଆଇ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୬୬ କୋଟିରୁ ଅଧିକ ଟଙ୍କାର ଠକେଇ ନେଇ ଏହି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସଂସ୍ଥାର ଓଡ଼ିଶା ହେଡ୍‌ ଶୁଭ୍ରାଂଶୁ ଲେଙ୍କା, ସନ୍ତୋଷ କିଶନ ସପ୍‌କଲେ, ଚନ୍ଦ୍ର ଶେଖର ଶିବାଜି ଚୌହାନଙ୍କ ନାଁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଆସ୍ଥା ଚିଟ୍‌ଫଣ୍ଡ ସଂସ୍ଥାର ତିନି ଜଣ ବ୍ୟକ୍ତି ଓ ଦୁଇଟି କମ୍ପାନୀ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି। ଏଥି ସହିତ ମାମଲାର […]

chit-fund

chit-fund

Rakesh Mallick
  • Published: Monday, 18 April 2016
  • Updated: 18 April 2016, 05:01 PM IST

Sports

Latest News

ଭୁବନେଶ୍ୱର: ଆସ୍ଥା ଚିଟ୍‌ଫଣ୍ଡ ଠକେଇ ମାମଲାରେ ସୋମବାର ସିବିଆଇ ପକ୍ଷରୁ ପ୍ରାଥମିକ ଚାର୍ଜସିଟ୍‌ ଦାଖଲ କରାଯାଇଛି। ୬୬ କୋଟିରୁ ଅଧିକ ଟଙ୍କାର ଠକେଇ ନେଇ ଏହି ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ସଂସ୍ଥାର ଓଡ଼ିଶା ହେଡ୍‌ ଶୁଭ୍ରାଂଶୁ ଲେଙ୍କା, ସନ୍ତୋଷ କିଶନ ସପ୍‌କଲେ, ଚନ୍ଦ୍ର ଶେଖର ଶିବାଜି ଚୌହାନଙ୍କ ନାଁ ଚାର୍ଜସିଟ୍‌ରେ ଉଲ୍ଲେଖ ରହିଛି। ଆସ୍ଥା ଚିଟ୍‌ଫଣ୍ଡ ସଂସ୍ଥାର ତିନି ଜଣ ବ୍ୟକ୍ତି ଓ ଦୁଇଟି କମ୍ପାନୀ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ କରାଯାଇଛି।

ଏଥି ସହିତ ମାମଲାର ତଦନ୍ତ ଜାରି ରହିଥିବା ସିବିଆଇ ଚାର୍ଜସିଟ୍‌ରେ ଦର୍ଶାଯାଇଛି। ୮୦ ପୃଷ୍ଠାର ଚାର୍ଜସିଟ୍‌ରେ ୮୦ ଜଣଙ୍କର ସାକ୍ଷ୍ୟ ଓ ୧୪୨ଟି ଡକ୍ୟୁମେଣ୍ଟ ଦାଖଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story