ପାଟକୁରା: ଇଣ୍ଡିଆନ୍‌ ବ୍ୟାଙ୍କ ଏଟିଏମ୍‌ ଲୁଟ୍‌

ପାଟକୁରା: କେନ୍ଦ୍ରାପଡ଼ା ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦାନପୁର ଇଣ୍ଡିଆନ୍‌ ବ୍ୟାଙ୍କର ଏଟିଏମ୍‌କୁ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ କଟରରେ କାଟି  ଦୁର୍ବୃତ୍ତମାନେ ଟଙ୍କା ଲୁଟି ନେଇଛନ୍ତି। ତା’ ସହ ସିସିଟିଭି କ୍ୟାମେରା‌ ଓ ହାର୍ଡ଼ଡିକ୍ସ ମଧ୍ୟ ନେଇ ଯାଇଥିବା ଜଣାପଡ଼ିଛି। ଏଟିଏମରୁ କେତେ ଟଙ୍କା ଲୁଟ୍‌ ହୋଇଛି ସେନେଇ ସ୍ପଷ୍ଟ ହୋଇନାହିଁ। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

atm

Rakesh Mallick
  • Published: Monday, 07 November 2016
  • , Updated: 07 November 2016, 09:44 AM IST

Related story