ଅଟୋ ଡ୍ରାଇଭରଙ୍କୁ ଗୁଡ଼େଇ ତୁଡ଼େଇ ପିଟିଲେ!

  • Published: Monday, 02 October 2023
  • , Updated: 02 October 2023, 11:48 AM IST

କେତେବେଳେ ବାଇକକୁ ନେଇ ତ କେତେବେଳେ ଅଟୋକୁ ନେଇ ବିବାଦ । ଅଫଲାଇଲନ ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟର ଦେଖା ଦେଲା ବିବାଦ । ଆଉ ଏହା କେବଳ ଯାତ୍ରୀ ଉଠାଣକୁ ନେଇ। ଭୁବନେଶ୍ୱର ରସୁଲଗଡ଼ର ଅଟୋ ଡ୍ରାଇଭର ଓ ଅନଲାଇନ ଅଟୋ ଡ୍ରାଇଭରଙ୍କ ମଧ୍ୟରେ ଲାଗିଛି ଯୁକ୍ତିତର୍କ । ଆଉ ଏହି ତୁତୁ ମେମେ ଶେଷରେ ହାତା ହାତିରେ ପହଞ୍ଚିଥିଲା ।

Related story