ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କୋମଟାଲ ପେଟା ଫରେଷ୍ଟର କେ.ଜୟରାଜୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି।  ଚଢ଼ାଉ ବେଳେ ପ୍ରାୟ ୯ ଲକ୍ଷ ଟଙ୍କା ଓ ୭୦ ଗ୍ରାମ ସୁନା ଓ ୭୦ ଗ୍ରାମ ସୁନାଗହଣା, ବୋଲେରୋ ଗାଡ଼ି ଜବତ କରାଯାଇଛି । ସେହିପରି ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପ୍ଲଟ୍ ଓ ୩ଟି ଘର ଥିବା ଜଣାପଡ଼ିଛି। ଜୟପୁର, ରାୟଗଡ଼ା ଓ ନବରଙ୍ଗପୁରର ଭିଜିଲାନ୍ସ […]

rayagrah

rayagrah

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 08:04 AM IST

Sports

Latest News

ରାୟଗଡ଼ା: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ଫରେଷ୍ଟ ରେଞ୍ଜ ଅର୍ନ୍ତଗତ କୋମଟାଲ ପେଟା ଫରେଷ୍ଟର କେ.ଜୟରାଜୁଙ୍କ ଘରେ ଆଜି ସକାଳେ ଭିଜିଲାନ୍ସ ଚଢ଼ାଉ କରିଛି।  ଚଢ଼ାଉ ବେଳେ ପ୍ରାୟ ୯ ଲକ୍ଷ ଟଙ୍କା ଓ ୭୦ ଗ୍ରାମ ସୁନା ଓ ୭୦ ଗ୍ରାମ ସୁନାଗହଣା, ବୋଲେରୋ ଗାଡ଼ି ଜବତ କରାଯାଇଛି । ସେହିପରି ତାଙ୍କର ୪ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପ୍ଲଟ୍ ଓ ୩ଟି ଘର ଥିବା ଜଣାପଡ଼ିଛି। ଜୟପୁର, ରାୟଗଡ଼ା ଓ ନବରଙ୍ଗପୁରର ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ କେ.ଜୟରାଜୁଙ୍କ ମଙ୍ଗଳାମନ୍ଦିର ନିକଟସ୍ଥ ବାସଭବନ ସମେତ ୨ଟି ଭଡାଘରେ ଚଢ଼ାଉ  କରାଯାଇଛି। ଟିମରେ ପ୍ରାୟ ୧୫ ଜଣ ଅଫିସର ସାମିଲ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story