ଜୟପୁର: ଆୟକର ଫାଙ୍କି ଅଭିଯୋଗରେ ୮ଟି ସ୍ଥାନରେ ଚଢ଼ାଉ

ଜୟପୁର: ଆୟକର ଫାଙ୍କିଥିବା ଅଭିଯୋଗରେ ରାୟଗଡ଼ା ଓ ଜୟପୁରର ୮ଟି ସ୍ଥାନରେ ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ଦୁଇଜଣ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଘରେ ଚଢ଼ାଉ ଚାଲିଛି। ଦୁଇ ଆକାଉଣ୍ଟାଣ୍ଟ ହେଲେ ଏନ୍‌. ଆନ୍ଦରାଓ ଏବଂ ଏନ୍.ତ୍ରିନାଥ ରାଓ। ଏହାସହ ଜୟପୁରରେ ଥିବା ସେମାନଙ୍କର ଏକ ଘରୋଇ କଲେଜରେ ମଧ୍ୟ ଆୟକର ବିଭାଗ ଚଢ଼ାଉ ଚାଲିଛି।

jeypore

jeypore

Rakesh Mallick
  • Published: Friday, 12 February 2016
  • Updated: 12 February 2016, 09:21 AM IST

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story