ପାସ୍‌ପୋର୍ଟ କାଗଜପତ୍ର ଯାଞ୍ଚ ବେଳେ ବାଂଲାଦେଶୀ ଅଟକ

ଭୁବନେଶ୍ୱର: ପାସ୍‌ପୋର୍ଟ କାଗଜପତ୍ର ଯାଞ୍ଚ ବେଳେ ନୟାପଲ୍ଲୀ ଥାନା ପୋଲିସ୍‌ ଆଜି ଜଣେ ବାଂଲାଦେଶୀ ଶେଖ ହବିବ୍‌ଙ୍କୁ ଅଟକ ରଖିଛନ୍ତି। ସେ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି। ଗତ ଫେବୃଆରୀ ଏକ ତାରିଖରେ ଜାଲ ପାସ୍‌ପୋର୍ଟ ମାମଲାରେ କମିଶନରେଟ୍‌ ପୋଲିସ୍‌ ଶେଖ ଅବଦୁଲକୁ ଅଟକ ରଖିଥିଲା। ସେ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଇଥିଲା। ପାସପୋର୍ଟ ପାଇଥିବା ଶେଖ କ୍ଲିୟରାନ୍ସ ପାଇଁ ଭୁବନେଶ୍ୱର ଅଫିସକୁ ଆସିଥିବା ବେଳେ ତାଙ୍କୁ ପୋଲିସ୍‌ ଅଟକ ରଖିଥିଲା।

indian-passport

indian-passport

Rakesh Mallick
  • Published: Wednesday, 19 October 2016
  • Updated: 19 October 2016, 06:00 PM IST

Sports

Latest News

ଭୁବନେଶ୍ୱର: ପାସ୍‌ପୋର୍ଟ କାଗଜପତ୍ର ଯାଞ୍ଚ ବେଳେ ନୟାପଲ୍ଲୀ ଥାନା ପୋଲିସ୍‌ ଆଜି ଜଣେ ବାଂଲାଦେଶୀ ଶେଖ ହବିବ୍‌ଙ୍କୁ ଅଟକ ରଖିଛନ୍ତି। ସେ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି।

ଗତ ଫେବୃଆରୀ ଏକ ତାରିଖରେ ଜାଲ ପାସ୍‌ପୋର୍ଟ ମାମଲାରେ କମିଶନରେଟ୍‌ ପୋଲିସ୍‌ ଶେଖ ଅବଦୁଲକୁ ଅଟକ ରଖିଥିଲା। ସେ ବାଂଲାଦେଶୀ ହୋଇଥିବା ସନ୍ଦେହ କରାଯାଇଥିଲା। ପାସପୋର୍ଟ ପାଇଥିବା ଶେଖ କ୍ଲିୟରାନ୍ସ ପାଇଁ ଭୁବନେଶ୍ୱର ଅଫିସକୁ ଆସିଥିବା ବେଳେ ତାଙ୍କୁ ପୋଲିସ୍‌ ଅଟକ ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos