ରାତି ବଢିଲେ ବାରରେ ଏମିତି ଚାଲେ ଡିଲ୍ !

  • Published: Tuesday, 10 October 2023
  • , Updated: 10 October 2023, 05:37 PM IST

ଯଦିଓ ଦୃଶ୍ୟ ସମ୍ପୂର୍ଣ ଭାବେ ଦେଖାଇ ହେବ ନାହିଁ କିନ୍ତୁ ଏହି କଥାବାର୍ତ୍ତାରୁ ଆପଣ ଅନୁମାନ କରିପାରୁଥିବେ ରାତି ବଢିଲେ ରାଜଧାନୀର ରଙ୍ଗୀନ ବାରରେ କେମିତି ଚାଲେ ଡ଼ିଲ, କେମିତି ଗ୍ରାହକଙ୍କୁ ଫଶିବାକୁ ମିଠା ମିଠା କଥା କହି ତାଙ୍କ ସହ ରଙ୍ଗୀନ ରାତି କାଟିବାର କଥା କୁହନ୍ତି ଯୁବତୀ, ଲୁଚାଛପା ନୁହେଁ ଖୁଲମଖୁଲା ଚାଲେ ଏସବୁ, ଆଜ୍ଞା ହଁ ଏ ହେଉଛି ରାଜଧାନୀର ଏକ ରଙ୍ଗୀନ ବାରର କାହାଣୀ । 

Related story