ସଫା କରିବା ବାହାନାରେ ଗହଣା ଲୁଟ୍‌

ଭୁବନେଶ୍ୱର: ଧଉଳୀ ଥାନା ଲିଙ୍ଗିପୁର ଅଞ୍ଚଳରୁ ସଫା କରିବା ବାହାନାରେ ଆଜି ତିନି ଭରି ସୁନା ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଲୁଟେରାମାନା ନିଜକୁ କମ୍ପାନୀ କର୍ମଚାରୀ ବୋଲି କହି ଦମ୍ପତିଙ୍କୁ ବାସନକୁସନ ସଫା କରିବାକୁ କହିଥିଲେ।  ସେମାନଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପ୍ରଥମେ ପାଉଁଜି ଓ ଏକ ଝାଲ ସଫା କରିବାକୁ ଦେଇଥିଲେ। ଲୁଟେରାମାନେ ଗହଣାକୁ ହଳଦୀ ପାଣିରେ […]

loot

loot

Rakesh Mallick
  • Published: Tuesday, 24 January 2017
  • Updated: 24 January 2017, 08:08 PM IST

ଭୁବନେଶ୍ୱର: ଧଉଳୀ ଥାନା ଲିଙ୍ଗିପୁର ଅଞ୍ଚଳରୁ ସଫା କରିବା ବାହାନାରେ ଆଜି ତିନି ଭରି ସୁନା ଲୁଟ୍‌ ହୋଇଛି। ଏ ନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଲୁଟେରାମାନା ନିଜକୁ କମ୍ପାନୀ କର୍ମଚାରୀ ବୋଲି କହି ଦମ୍ପତିଙ୍କୁ ବାସନକୁସନ ସଫା କରିବାକୁ କହିଥିଲେ।  ସେମାନଙ୍କ କଥାକୁ ବିଶ୍ୱାସ କରି ଦମ୍ପତି ପ୍ରଥମେ ପାଉଁଜି ଓ ଏକ ଝାଲ ସଫା କରିବାକୁ ଦେଇଥିଲେ। ଲୁଟେରାମାନେ ଗହଣାକୁ ହଳଦୀ ପାଣିରେ ପକାଇ ଗରମ ପାଣି ଆଣିବାକୁ ଦମ୍ପତିଙ୍କୁ କହିଥିଲେ। ସେମାନେ ଗଲା ପରେ ଲୁଟେରାମାନେ ଗହଣା ଧରି ଚମ୍ପଟ ମାରିଥିଲେ।

ଲୁଟେରାମାନେ ହିନ୍ଦୀ ଭାଷାରେ କଥା ହେଉଥିବା ଅଭିଯୋଗ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story