ବିୟର ବାର ଉପରେ ବୋମାମାଡ, ଜଣେ ଆହତ, ଦୁଇ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଆଇଡି ମାର୍କେଟର ଥିବା ଏକ ବିୟର ବାର ଉପରେ ବୋମାମାଡ ହୋଇଛି। ଏଥିରେ  ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ  କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ପୂର୍ବ ବିବାଦକୁ କେନ୍ଦ୍ର କରି ବୋମାମାଡ଼ କରାଯାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଦୁଇ ଛାତ୍ରଙ୍କ ସଂପୃକ୍ତ ବିଅର ବାର କର୍ମଚାରୀଙ୍କ ସହ ପୂର୍ବରୁ ବଚସା ହୋଇଥିଲା। […]

ggg

ggg

Rakesh Mallick
  • Published: Monday, 27 February 2017
  • Updated: 27 February 2017, 08:34 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ନୟାପଲ୍ଲୀ ଆଇଡି ମାର୍କେଟର ଥିବା ଏକ ବିୟର ବାର ଉପରେ ବୋମାମାଡ ହୋଇଛି। ଏଥିରେ  ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତଙ୍କୁ  କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାରେ ପୋଲିସ୍‌ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି।

ପୂର୍ବ ବିବାଦକୁ କେନ୍ଦ୍ର କରି ବୋମାମାଡ଼ କରାଯାଇଥିବା ଅନୁମାନ କରାଯାଉଛି। ଅଭିଯୁକ୍ତ ଦୁଇ ଛାତ୍ରଙ୍କ ସଂପୃକ୍ତ ବିଅର ବାର କର୍ମଚାରୀଙ୍କ ସହ ପୂର୍ବରୁ ବଚସା ହୋଇଥିଲା। ଏହାକୁ ନେଇ ସେମାନେ ବୋମାମାଡ କରିଥାଇ ପାରନ୍ତି ବୋଲି କୁହାଯାଉଛି। ପୋଲିସ୍‌ ଘଟଣାର ତଦନ୍ତ କରୁଛି।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos