ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍ ଦୁର୍ନୀତି ଘଟଣା: ନଗରପାଳକୁ ଭିଜିଲାନ୍ସର ଜେରା

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍  କିଣା ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ନଗରପାଳ ପର୍ଶୁରାମ ସାହୁଙ୍କୁ ସୋମବାର ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟରେ ଜେରା  କରାଯାଇଥିଲା। ଗତ ୩ ତାରିଖରେ ଏହି ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀ ରେଖା ମିଶ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିଥିଲା। ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲଇଡି ଲାଇଟ୍  କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଭିଜିଲାନ୍ସ ବିଭାଗ ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ […]

vigilance

vigilance

Rakesh Mallick
  • Published: Monday, 08 February 2016
  • Updated: 08 February 2016, 12:13 PM IST

ଝାରସୁଗୁଡ଼ା:ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ ମ୍ୟୁନିସିପାଲିଟିରେ ଏଲ୍‌ଇଡି ଲାଇଟ୍  କିଣା ଦୁର୍ନୀତିରେ ସଂପୃକ୍ତି ଅଭିଯୋଗରେ ନଗରପାଳ ପର୍ଶୁରାମ ସାହୁଙ୍କୁ ସୋମବାର ଭିଜିଲାନ୍ସ ଡିଏସପିଙ୍କ କାର୍ଯ୍ୟାଳୟରେ ଜେରା  କରାଯାଇଥିଲା। ଗତ ୩ ତାରିଖରେ ଏହି ଘଟଣାରେ ପୂର୍ବତନ ପୌରାଧ୍ୟକ୍ଷା ରଶ୍ମୀ ରେଖା ମିଶ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଜେରା କରିଥିଲା।

ବେଲପାହାଡ଼ ମ୍ୟୁନିସିପାଲିଟିରେ ଏଲଇଡି ଲାଇଟ୍  କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଭିଜିଲାନ୍ସ ବିଭାଗ ଓ ଝାରସୁଗୁଡ଼ା ଜିଲ୍ଲାପାଳଙ୍କ ନିକଟରେ ସ୍ଥାନୀୟ ଲୋକଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତି କରି ଜିଲ୍ଳାପାଳ ଭିଜିଲାନ୍ସ ତଦନ୍ତ କରିବାକୁ ସୁପାରିଶ କରିଥିଲେ।

ବେଲପାହାଡ଼ ମ୍ୟୁନିସିପାଲିଟିରେ ଗତ ୨୦୧୪-୧୫  ଓ ୧୫-୧୬ ଆର୍ଥିକ ବର୍ଷରେ କିଣାହୋଇଥିବା ଏଲ୍‌ଇଡି ଲାଇଟକୁ ତଦନ୍ତ ପରିସରଭୁକ୍ତ କରିଛି ଭିଜିଲାନ୍ସ। ପୂର୍ବତନ ନଗରପାଳ ରଶ୍ମୀରେଖା ମିଶ୍ର ବେଆଇନ ଭାବରେ ଚଢ଼ା ଦରରେ ଏଲଇଡି ଲାଇଟ୍ କିଣିଥିବାର  ଅଭିଯୋଗ ହୋଇଥିବା ବେଳେ ବର୍ତ୍ତମାନର ନଗରପାଳ ପର୍ଶୁରାମ ସାହୁ ବିନା ଟେଣ୍ଡରରେ ଗତ ୨୫.୫. ୨୦୧୫ରେ ଅନୁଷ୍ଠିତ ମାସିକ ବୈଠକରେ ୩୦୦ଟି  ୯୦ ୱାଟ୍ ବିଶିଷ୍ଟ ଏଲଇଡି ଲାଇଟ୍  ଯୋଗାଣ ପାଇଁ  ଦୁଇଟି ସଂସ୍ଥାକୁ ଆଦେଶ ଦେଇଥିଲେ।

ଗୋଟିଏ ପଟେ ୯୦ ୱାଟ୍ ବିଶିଷ୍ଟ ଏଲଇଡି ଲାଇଟ୍‌ର ବଜାର ମୂଲ୍ୟ ୧୦ ହଜାର ଟଙ୍କା  ଥିବା ବେଳେ ବେଲପାହାଡ ମ୍ୟୁନିସିପାଲିଟି ପକ୍ଷରୁ ଖୁବ ଚଢ଼ା ଦରରେ ଏଗୁଡ଼ିକୁ କିଣାଯାଇଥିଲା। ଲାଇଟ୍ ପ୍ରତି ୪୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ଦରରେ ଯୋଗାଣକାରୀ ସଂସ୍ଥାକୁ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story