ଭଦ୍ରକ: ୨ଆନ୍ତଃରାଜ୍ୟ ଡକାୟତ ଗିରଫ

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋର ପଞ୍ଚାୟତ ବଡ଼ଖୁଆ ସାହି ଗାଁରେ ୨ଜଣ ଆନ୍ତଃରାଜ୍ୟ ଡକାୟତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସେମାନଙ୍କ ପାଖରୁ ମୋବାଇଲ୍‌ ଫୋନ୍‌, ବୈଦେଶିକ ମୁଦ୍ରା ଓ ସୁନା ଅଳଙ୍କାର ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ରାଜସ୍ଥାନ ଜୟପୁର ଅଞ୍ଚଳର ଜୁବିନ୍‌ ଶେଖ୍‌ ଏବଂ ଜାନି  ଅଲ୍ଲୀ।  ଏହି ଡକାୟତମାନେ ବଡ଼ଖୁଆ ସାହିରେ  ୩ ଦିନ ହେବ ଘର ଭଡ଼ାରେ ରହି ଡକାୟତି କରୁଥିଲେ। […]

bhadrak

Rakesh Mallick
  • Published: Monday, 24 October 2016
  • , Updated: 24 October 2016, 08:18 PM IST

ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକୋର ପଞ୍ଚାୟତ ବଡ଼ଖୁଆ ସାହି ଗାଁରେ ୨ଜଣ ଆନ୍ତଃରାଜ୍ୟ ଡକାୟତ କୁ ଗିରଫ କରାଯାଇଥିବା ବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି। ସେମାନଙ୍କ ପାଖରୁ ମୋବାଇଲ୍‌ ଫୋନ୍‌, ବୈଦେଶିକ ମୁଦ୍ରା ଓ ସୁନା ଅଳଙ୍କାର ଜବତ କରାଯାଇଛି। ଗିରଫ ଡକାୟତମାନେ ହେଲେ ରାଜସ୍ଥାନ ଜୟପୁର ଅଞ୍ଚଳର ଜୁବିନ୍‌ ଶେଖ୍‌ ଏବଂ ଜାନି  ଅଲ୍ଲୀ।  ଏହି ଡକାୟତମାନେ ବଡ଼ଖୁଆ ସାହିରେ  ୩ ଦିନ ହେବ ଘର ଭଡ଼ାରେ ରହି ଡକାୟତି କରୁଥିଲେ। ଗ୍ରାମବାସୀମାନେ ଏହା ଜାଣିପାରି ସେମାନଙ୍କୁ ଅଟକ ରଖି ପୋଲିସର ଜିମା ଦେଇଥିଲେ।

Related story