ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଏଜେନ୍ସିରେ ଭିଜିଲାନ୍ସ ଚଢ଼ାଉ

ଭଦ୍ରକ: ଭଦ୍ରକ ସହର ନୂଆବଜାର ‘ବର୍ଷା ଫୁଏଲ’ ପେଟ୍ରୋଲ ପମ୍ପ ଓ ଜଗନ୍ନାଥ ଗ୍ୟାସ୍‌ ଏଜେନ୍ସି ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଇନ୍ସପେକ୍ଟର ତପନ ଦାଶଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ହାଡିବନ୍ଧୁ ସ ସାମିଲ ଥିଲେ। ଚଢ଼ାଉ ସମୟରେ ପେଟ୍ରୋଲ ପମ୍ପରେ ତେଲର ମାନ, ଗ୍ରାହକଙ୍କୁ ଦିଆଯାଉଥିବା ତେଲର ସଠିକ୍‌ ପରିମାଣ, କାଗଜପତ୍ର ଅନୁଯାୟୀ ଷ୍ଟକ୍‌ ଅଛି କି ନାହିଁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ। […]

bhadrak ra gash agency

bhadrak ra gash agency

Rakesh Mallick
  • Published: Sunday, 01 January 2017
  • Updated: 01 January 2017, 08:34 PM IST

Sports

Latest News

ଭଦ୍ରକ: ଭଦ୍ରକ ସହର ନୂଆବଜାର ‘ବର୍ଷା ଫୁଏଲ’ ପେଟ୍ରୋଲ ପମ୍ପ ଓ ଜଗନ୍ନାଥ ଗ୍ୟାସ୍‌ ଏଜେନ୍ସି ଉପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଆଜି ଚଢ଼ାଉ କରାଯାଇଛି। ଭିଜିଲାନ୍ସ ଇନ୍ସପେକ୍ଟର ତପନ ଦାଶଙ୍କ ନେତୃତ୍ୱରେ ହୋଇଥିବା ଚଢ଼ାଉରେ ଜିଲ୍ଲା ଅତିରିକ୍ତ ଯୋଗାଣ ଅଧିକାରୀ ହାଡିବନ୍ଧୁ ସ ସାମିଲ ଥିଲେ।

ଚଢ଼ାଉ ସମୟରେ ପେଟ୍ରୋଲ ପମ୍ପରେ ତେଲର ମାନ, ଗ୍ରାହକଙ୍କୁ ଦିଆଯାଉଥିବା ତେଲର ସଠିକ୍‌ ପରିମାଣ, କାଗଜପତ୍ର ଅନୁଯାୟୀ ଷ୍ଟକ୍‌ ଅଛି କି ନାହିଁ ଭିଜିଲାନ୍ସ ଅଧିକାରୀମାନେ ଯାଞ୍ଚ କରିଥିଲେ। ସେହିପରି ଗ୍ୟାସନ୍‌ ଏଜେନ୍ସିରେ ସିଲିଣ୍ଡରରେ ସଠିକ୍‌ ପରିମାଣରେ ଗ୍ୟାସ ଅଛିକି ନାହିଁ ଯାଞ୍ଚ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story