ଭଞ୍ଜନଗର: ମାଙ୍କଡ଼ଚୁଆଁ ଜଙ୍ଗଲରୁ ୪ଜଣଙ୍କ ମୃତଦେହ ଉଦ୍ଧାର ଘଟଣାରେ ୪ ଗିରଫ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ମାଟି ତଳୁ ୪ ଜଣଙ୍କ ମୃତଦେହଉଦ୍ଧାର କରାଯାଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆଁ ଜଙ୍ଗଲରୁ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ସମସ୍ତଙ୍କ ଘର ମାଙ୍କଡ଼ଚୁଆଁ ଗାଁରେ। ମୃତକମାନେ ହେଲେ ଭୀମା ଗମାଙ୍ଗୋ ଓ ତାଙ୍କ ପତ୍ନୀ ଜାନି ଗମାଙ୍ଗୋ, ଡମ୍ବରୁ ଗମାଙ୍ଗୋ ଓ ଆନନ୍ଦ ରଇତ। ଏହି ଘଟଣାରେ ସମ୍ପୃକ୍ତ ୪ଜଣ ବାସୁଦେବ ଗମାଙ୍ଗୋ, ବାମ୍ୱେଡା ଗମାଙ୍ଗୋ, ବିପ୍ର […]

ganjam

ganjam

Rakesh Mallick
  • Published: Tuesday, 09 February 2016
  • Updated: 09 February 2016, 02:53 PM IST

Sports

Latest News

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳରେ ମାଟି ତଳୁ ୪ ଜଣଙ୍କ ମୃତଦେହଉଦ୍ଧାର କରାଯାଇଛି। ବଡ଼ଗଡ଼ ଥାନା ଅନ୍ତର୍ଗତ ମାଙ୍କଡ଼ଚୁଆଁ ଜଙ୍ଗଲରୁ ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ପୁରୁଷ ଓ ଜଣେ ମହିଳା। ସମସ୍ତଙ୍କ ଘର ମାଙ୍କଡ଼ଚୁଆଁ ଗାଁରେ। ମୃତକମାନେ ହେଲେ ଭୀମା ଗମାଙ୍ଗୋ ଓ ତାଙ୍କ ପତ୍ନୀ ଜାନି ଗମାଙ୍ଗୋ, ଡମ୍ବରୁ ଗମାଙ୍ଗୋ ଓ ଆନନ୍ଦ ରଇତ। ଏହି ଘଟଣାରେ ସମ୍ପୃକ୍ତ ୪ଜଣ ବାସୁଦେବ ଗମାଙ୍ଗୋ, ବାମ୍ୱେଡା ଗମାଙ୍ଗୋ, ବିପ୍ର ରଇତ ଓ ଗୌରାଙ୍ଗ ମଣ୍ଡଳକୁ ଗିରଫ କରାଯାଇଛି।

ସୂଚନାଯୋଗ୍ୟ, ଗାଁ ମୁଖିଆଙ୍କର କୌଣସି ସନ୍ତାନ ନ ଥିଲା। ସେ ଅଭିଯୁକ୍ତ ବାସୁଦେବର ସମ୍ପର୍କୀୟ ଭାଣିଜୀଙ୍କୁ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିଲା। ଏହାକୁ ବାସୁଦେବ ବିରୋଧ କରୁଥିଲା। ଏହାସହ ଭଡଭାଇ ଭାସ୍କରକୁ ଭୀମ ଓ ତାଙ୍କ ସ୍ତ୍ରୀ ତାନ୍ତ୍ରୀକ ସାହାଯ୍ୟରେ ହତ୍ୟା କରିଥିବା ସନ୍ଦେହ କରୁଥିଲେ। ଗତ ଶନିବାର ବାସୁଦେବ ଭାଣିଜୀ ବାହାଘର ବାହାନାରେ ଭୀମ ଓ ତାଙ୍କ ପତ୍ନୀକୁ ଗାଁ ନିକଟ ଜଙ୍ଗଲ ପଦରକୁ ଡାକିଥିଲେ। ସେଠାରେ ଠେଙ୍ଗାବାଡି ସହ ଜଗି ରହିଥିଲେ ୪ ଅଭିଯୁକ୍ତ।

ଭୀମ, ଜେନି, ଚନ୍ଦ୍ରୁ ଓ ଆନନ୍ଦ ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ସେମାନଙ୍କୁ ମଦ ପିଇବାକୁ ଦେଇଥିଲେ। ନିଶାରେ ଚୁର ହୋଇଯିବା ପରେ ଠେଙ୍ଗାରେ ପିଟି ପିଟି ସମସ୍ତଙ୍କୁ ହତ୍ୟା କରିଥିଲେ। ଆଉ ନିକଟରେ ଏକ ଗାତ ଖୋଲି ପୋତି ଦେଇଥିଲେ ବୋଲି ପୋଲିସ କହିଛି।

ଗତକାଲି ୪ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ଆଜି ଚନ୍ଦ୍ରୁ ଓ ଆନନ୍ଦଙ୍କ ବାଇକ୍ ଉଦ୍ଧାର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story