ବ୍ରହ୍ମପୁର: ସାମ୍ବାଦିକଙ୍କୁ ମାଡ଼ ଅଭିଯୋଗରେ ଏମକେସିଜିର ୩ ଜୁନିୟର ଡାକ୍ତର ଗିରଫ 

ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ସମ୍ବାଦିକଙ୍କ ସମେତ ପୋଲିସ ଏଏସ୍‌ଆଇ ଓ ଅଟୋ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଏମକେସିଜିର ୩ ଜୁନିୟର ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜୁନିୟର ଡାକ୍ତର ସଂଘର ସଭାପତି ପରେଶ ଗୌଡ ଅଛନ୍ତି। ମଙ୍ଗଳବାର ଏହି ଘଟଣାରେ ବିଏନପୁର ଥାନା ପୋଲିସ ୬ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଥିଲା। ଜାନୁଆରୀ୨୯ ତାରିଖ ରାତିରେ ଜଣେ ରୋଗୀର ଚିକିତ୍ସାକୁ କେନ୍ଦ୍ର କରି ତାଙ୍କ ସଂପର୍କୀୟ ଓ କାର୍ଯ୍ୟରତ ଜୁନିୟର […]

MKCG Medical College

MKCG Medical College

Rakesh Mallick
  • Published: Wednesday, 03 February 2016
  • Updated: 03 February 2016, 03:14 PM IST

Sports

Latest News

ବ୍ରହ୍ମପୁର: ବ୍ରହ୍ମପୁରରେ ଜଣେ ସମ୍ବାଦିକଙ୍କ ସମେତ ପୋଲିସ ଏଏସ୍‌ଆଇ ଓ ଅଟୋ ଡ୍ରାଇଭରଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଏମକେସିଜିର ୩ ଜୁନିୟର ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଏମାନଙ୍କ ମଧ୍ୟରେ ଜୁନିୟର ଡାକ୍ତର ସଂଘର ସଭାପତି ପରେଶ ଗୌଡ ଅଛନ୍ତି। ମଙ୍ଗଳବାର ଏହି ଘଟଣାରେ ବିଏନପୁର ଥାନା ପୋଲିସ ୬ ଜଣ ଡାକ୍ତରୀ ଛାତ୍ରଙ୍କୁ ଗିରଫ କରିଥିଲା।

ଜାନୁଆରୀ୨୯ ତାରିଖ ରାତିରେ ଜଣେ ରୋଗୀର ଚିକିତ୍ସାକୁ କେନ୍ଦ୍ର କରି ତାଙ୍କ ସଂପର୍କୀୟ ଓ କାର୍ଯ୍ୟରତ ଜୁନିୟର ଡାକ୍ତରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା।  ଏ ସଂପର୍କରେ ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିବା ଜଣେ ସାମ୍ବାଦିକଙ୍କୁ ଡାକ୍ତରୀ ଛାତ୍ରମାନେ ମାଡ଼ ମାରିଥିଲେ। ସେହିପରି ବିଏନପୁର ଥାନାର ଏଏସଆଇ ଓ ଜଣେ ଅଟୋ ଡ୍ରାଇଭରଙ୍କୁ  ମାଡ଼ ମାରିଥିବା  ଅଭିଯୋଗ  ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos