ଭୁବନେଶ୍ୱର: ବନଜା ଆପାର୍ଟମେଣ୍ଟରୁ ବିଲଡରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ପତ୍ନୀଙ୍କ ସହ ମନୋମାଳିନ୍ୟକୁ ନେଇ ରାଜଧାନୀରେ ଜୀବନ ହାରିଲେ ବିଲ୍ଡର। ଭୁବନେଶ୍ୱର ୟୁନିଟ୍-୬ ବନଜା ଆପାର୍ଟମେଣ୍ଟରେ ରହୁଥିବା ପ୍ରଫୁଲ୍ଲ ଓଝା ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ଅନୁସଂଧାନ ଆଧାରରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ଆଜି ସକାଳ ସାଢେ ୯ଟା ସମୟରେ ପ୍ରଫୁଲ୍ଲ ନିଜକୁ ଘରେ ବନ୍ଦ କରି ଗୁଳି ଚଳାଇଥିବା ପରିବାର ଲୋକ କହିଛନ୍ତି। ଏହା ପୂର୍ବରୁ ପତ୍ନୀଙ୍କ […]

bbsr

bbsr

Rakesh Mallick
  • Published: Thursday, 15 October 2015
  • Updated: 15 October 2015, 02:10 PM IST

Sports

Latest News

ଭୁବନେଶ୍ୱର: ପତ୍ନୀଙ୍କ ସହ ମନୋମାଳିନ୍ୟକୁ ନେଇ ରାଜଧାନୀରେ ଜୀବନ ହାରିଲେ ବିଲ୍ଡର। ଭୁବନେଶ୍ୱର ୟୁନିଟ୍-୬ ବନଜା ଆପାର୍ଟମେଣ୍ଟରେ ରହୁଥିବା ପ୍ରଫୁଲ୍ଲ ଓଝା ବନ୍ଧୁକରୁ ଗୁଳି ଚଳାଇ ଆତ୍ମହତ୍ୟା କରିଛନ୍ତି। ପ୍ରାଥମିକ ଅନୁସଂଧାନ ଆଧାରରେ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହିଛି। ପୋଲିସ ଏନେଇ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି।

ଆଜି ସକାଳ ସାଢେ ୯ଟା ସମୟରେ ପ୍ରଫୁଲ୍ଲ ନିଜକୁ ଘରେ ବନ୍ଦ କରି ଗୁଳି ଚଳାଇଥିବା ପରିବାର ଲୋକ କହିଛନ୍ତି। ଏହା ପୂର୍ବରୁ ପତ୍ନୀଙ୍କ ସହ ପ୍ରଫୁଲ୍ଲଙ୍କର ଫେ।ନରେ ପାଟିତୁଣ୍ଡ ହୋଇଥିବା ମଧ୍ୟ ସେମାନେ କହିଛନ୍ତି। ଘଟଣା ସମୟରେ ତାଙ୍କ ମାଆ ଓ ଭାଣିଜୀ ଘରେ ଥିବା ବେଳେ ପୁଅ ଓ ଝିଅ ସ୍କୁଲ ଯାଇଥିଲେ। ପ୍ରଫୁଲଙ୍କ ନିକଟରୁ ୪ପୃଷ୍ଠାର ସୁଇସାଇଡ୍ ନୋଟ ମିଳିଥିବା ସୂଚନା ମିଳିଛି।

ପ୍ରଫୁଲ୍ଲ ଆତ୍ମହତ୍ୟା ପାଇଁ ବ୍ୟବହାର କରିଥିବା ବନ୍ଧୁକଟି ଲାଇସେନସ ବିହୀନ ବୋଲି ଜଣାପଡିଛି। ସେ କେବେ, କେଉଁଠାରୁ ଏହି ବନ୍ଧୁକ ଆଣିଥିଲେ ତାର ମଧ୍ୟ ଯାଞ୍ଚ ଚାଲିଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ।

ପ୍ରଫୁଲ୍ଲ ପ୍ରେମ ବିବାହ କରିଥିଲେ। ତେବେ ପାରିପାରିକ ଅଶାନ୍ତିଙ୍କୁ ନେଇ ୬ ମାସ ହେଲା ପତ୍ନୀଙ୍କଠାରୁ ଅଲଗା ରହୁଥିଲେ।  ବ୍ୟବସାୟିକ ଶତ୍ରୁତା, ବ୍ୟବସାୟରେ କ୍ଷତିରୁ ପ୍ରଫୁଲ୍ଲ ଏଭଳି ନିଷ୍ପତ୍ତି ନେଇ ଥାଇପାରନ୍ତି ବୋଲି ପ୍ରଥମେ ଅନୁମାନ କରାଯାଉଥିଲା। ତେବେ ପାରିବାରିକ କଳହରୁ ପ୍ରଫୁଲ୍ଲ ଆତ୍ମହତ୍ୟା କରିଥିବା କୁହାଯାଉଛି।

ଆତ୍ମହତ୍ୟାରେ ବ୍ୟବହୃତ ବନ୍ଧୁକ, ପ୍ରପୁଲ୍ଲଙ୍କ ଫୋନକୁ ମଧ୍ୟ ପୋଲିସ୍ ଜବତ କରିଛି।  ଫୋନ କଲ୍ ରେକର୍ଡରୁ ଘଟଣା ସଂପର୍କରେ ଅନେକ କିଛି ତଥ୍ୟ  ମିଳିବା ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story