ବିଲ୍‌ଡର ରତିକାନ୍ତଙ୍କ ଆଉ ଏକ ଘର ସିଲ୍‌

ଭୁବନେଶ୍ୱର: ବିଲଡର୍‌ ରତିକାନ୍ତ କାନୁନ୍‌ଗୋଙ୍କ ଆଉ ଏକ ଘର ସିଲ୍‌ କରିଛି ପ୍ରଶାସନ। ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ ତାଙ୍କର ଭୁବନେଶରର ଚିନ୍ତାମଣିଶ୍ୱର ସ୍ଥିତ ଘରକୁ ଆଜି ସିଲ୍ କରାଯାଇଛି। ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୫ କୋଟି ଋଣ ନେଇଥିଲେ। ପୂର୍ବରୁ ରତିକାନ୍ତଙ୍କ ଭୀମଟାଙ୍ଗି ଘର ବି ସିଲ୍ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ସହାୟତାରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍ କରିଥିଲେ। ନକଲି ସୁନା ଜମା ରଖି ଡୁମଡୁମା […]

ratikantahouse

ratikantahouse

Rakesh Mallick
  • Published: Friday, 03 February 2017
  • Updated: 03 February 2017, 01:14 PM IST

Sports

Latest News

ଭୁବନେଶ୍ୱର: ବିଲଡର୍‌ ରତିକାନ୍ତ କାନୁନ୍‌ଗୋଙ୍କ ଆଉ ଏକ ଘର ସିଲ୍‌ କରିଛି ପ୍ରଶାସନ। ବ୍ୟାଙ୍କ ଋଣ ଶୁଝି ନ ପାରିବାରୁ ତାଙ୍କର ଭୁବନେଶରର ଚିନ୍ତାମଣିଶ୍ୱର ସ୍ଥିତ ଘରକୁ ଆଜି ସିଲ୍ କରାଯାଇଛି। ସେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ୫ କୋଟି ଋଣ ନେଇଥିଲେ।

ପୂର୍ବରୁ ରତିକାନ୍ତଙ୍କ ଭୀମଟାଙ୍ଗି ଘର ବି ସିଲ୍ କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୋଲିସ୍ ସହାୟତାରେ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କ ଘରକୁ ସିଲ୍ କରିଥିଲେ।

ନକଲି ସୁନା ଜମା ରଖି ଡୁମଡୁମା ସ୍ଥିତ ଓଡ଼ିଶା ଗ୍ରାମ୍ୟବ୍ୟାଙ୍କରୁ ୧୨ କୋଟି ଟଙ୍କା ଋଣ ନେବା ଅଭିଯୋଗରେ ରତିକାନ୍ତ ଗିରଫ ମଧ୍ୟ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos