ଭୁବନେଶ୍ୱର: ବିଦେଶରେ ଚାକିରି କରାଇ ଦେବା ନାଁରେ ଠକେଇ

ଭୁବନେଶ୍ୱର:  ବିଦେଶରେ ଚାକିରି କରାଇ ଦେବା ନାଁରେ ମିଲେନିୟମ ଇଣ୍ଟର ନ୍ୟାସନାଲ ଟ୍ରାଭେଲ୍ସ ନାମକ କମ୍ପାନୀ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ସଂସ୍ଥାର ଏମ୍‌ଡି ମହମ୍ମଦ ଅମୀର ଓ ବିଜନେସ୍‌ ପାର୍ଟନର ସମୀର ଖାଁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ […]

crime

crime

Rakesh Mallick
  • Published: Wednesday, 16 November 2016
  • Updated: 16 November 2016, 10:12 PM IST

ଭୁବନେଶ୍ୱର:  ବିଦେଶରେ ଚାକିରି କରାଇ ଦେବା ନାଁରେ ମିଲେନିୟମ ଇଣ୍ଟର ନ୍ୟାସନାଲ ଟ୍ରାଭେଲ୍ସ ନାମକ କମ୍ପାନୀ ୭ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ନୟାପଲ୍ଲୀ ଥାନାରେ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ସଂସ୍ଥାର ଜଣେ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ସଂସ୍ଥାର ଏମ୍‌ଡି ମହମ୍ମଦ ଅମୀର ଓ ବିଜନେସ୍‌ ପାର୍ଟନର ସମୀର ଖାଁ ଫେରାର ହୋଇଯାଇଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପୋଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

ଏହି ଦୁଇ ଜଣ ଦୁବାଇର ବିଭିନ୍ନ ହୋଟେଲ ଚାକିରି କରାଇ ଦେବାକୁ କହି ୭୮ ଜଣଙ୍କଠାରୁ ୧୦,୦୦୦ ଟଙ୍କା ଲେଖାଏଁ ନେଇଥିବା ଅଭିଯୋଗ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story