ଫେସ୍‌ବୁକ୍‌ରେ ଅଶ୍ଳୀଳ ଫଟୋ ଭାଇରାଲ ଓ ବ୍ଲାକମେଲିଂ ଅଭିଯୋଗ: ସିନେ ଅଭିନେତା ଅନୁପମ ପଣ୍ଡା ଗିରଫ

ଭୁବନେଶ୍ୱର: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡ଼ିଆ ଫିଲ୍ମର ହିରୋ ଅନୁପମ ପଣ୍ଡା ଆଜି ଗିରଫ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୋସିଆଲ ମିଡିଆରେ ମିଳାମିଶା ପରେ ଅନୁପମ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଅନୁପମ ବିବାହ କରିଥିବା ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କଠାରୁ ଦୂରେଇ ଯାଇଥିଲେ। ମାତ୍ର […]

anupam panda

anupam panda

Rakesh Mallick
  • Published: Thursday, 02 March 2017
  • Updated: 02 March 2017, 07:07 PM IST

Sports

Latest News

ଭୁବନେଶ୍ୱର: ଯୁବତୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଓ ବ୍ଲାକମେଲିଂ କରିବା ଅଭିଯୋଗରେ ଓଡ଼ିଆ ଫିଲ୍ମର ହିରୋ ଅନୁପମ ପଣ୍ଡା ଆଜି ଗିରଫ ହୋଇଛନ୍ତି। ଯୁବତୀଙ୍କ ଅଭିଯୋଗ ଆଧାରରେ ଭୁବନେଶ୍ୱର ଖାରବେଳ ନଗର ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସୋସିଆଲ ମିଡିଆରେ ମିଳାମିଶା ପରେ ଅନୁପମ ଓ ସମ୍ପୃକ୍ତ ଯୁବତୀଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ତେବେ ଅନୁପମ ବିବାହ କରିଥିବା ଜାଣିବା ପରେ ଯୁବତୀ ଜଣଙ୍କ ତାଙ୍କଠାରୁ ଦୂରେଇ ଯାଇଥିଲେ। ମାତ୍ର ଅନୁପମ ନିଜ ପତ୍ନୀଙ୍କୁ ଛାଡ଼ପତ୍ର ଦେଇ ସମ୍ପୃକ୍ତ ଯୁବତୀଙ୍କୁ ବିବାହ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଏସବୁକୁ ଯୁବତୀ ଜଣଙ୍କ ନ ଶୁଣିବାରୁ ଅନୁପମ ତାଙ୍କୁ ବ୍ଲାକ ମେଲିଂ କରିବା ଆରମ୍ଭ କରିଦେଇ ଥିଲେ। ପରେ ଯୁବତୀଙ୍କ କିଛି ଅଶ୍ଲୀଳ ଫଟୋ ତାଙ୍କ ଘର ଲୋକଙ୍କ ପାଖକୁ ପଠାଇବା ସହ ସୋସିଆଲ ମିଡିଆରେ ଭାଇରାଲ କରିଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story