ମାଫିଆଙ୍କ ମାଷ୍ଟରମାଇଣ୍ଡ ବିଜେଡି ନେତା ପ୍ରକାଶ

  • Published: Wednesday, 09 August 2023
  • , Updated: 09 August 2023, 12:10 PM IST

ଦୁଇ ହାତ ଯୋଡି ଫେସବୁକ ଡିପିରେ ଏହି ଫଟୋ ରଖିଥବା ଲୋକଟିକୁ ଦେଖନ୍ତୁ। ତାଙ୍କ ଫେସବୁକର ତଥ୍ୟ ଅନୁଯାୟୀ ଏହି ବାବୁ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବିଜେଡିର ବ୍ଲକ ସଭାପତି। ନାଁ ତାଙ୍କର ପ୍ରକାଶ ରାଉତରାୟ। ଏବେ ଦେଖନ୍ତୁ ତମାଣ୍ଡୋ ଥାନାରେ ଉଠାଯାଇଥିବା ପ୍ରକାଶଙ୍କ ଫଟୋ। ବ୍ଲକ ପ୍ରେସିଡେଣ୍ଟରୁ ସିଧା ମାଫିଆଙ୍କ ମାଷ୍ଟର ମାଇଣ୍ଡ ପ୍ରକାଶ ରାଉତରାୟ ।

Related story