ଭୁବନେଶ୍ୱର: ରାଜପଥ କଡରୁ ସେକ୍ସ ରାକେଟ ଠାବ୍

ଭୁବନେଶ୍ୱର: ସହିଦନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି କମିଶନରେଟ ପୋଲିସ। ଏହି ରାକେଟ ଉପରେ ଚଢାଉ କରି ପୋଲିସ ୧୧ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯିବା ସହ ୩ଜଣ ଗ୍ରାହକ ଧରି ସହିଦନଗର ଥାନାକୁ ଆଣିଛି। ଗ୍ରାହକ ୩ଜଣ ଚନ୍ଦକା, ସାଲିଆସାହି ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ସମସ୍ତଙ୍କ ଡାକ୍ତରୀ ମାଇନା କରିଛି। ଆସନ୍ତାକାଲି ୩ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ।

sex racket

sex racket

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 02:04 PM IST

ଭୁବନେଶ୍ୱର: ସହିଦନଗର ଥାନା ଅନ୍ତର୍ଗତ ଜାତୀୟ ରାଜପଥ କଡରେ ଚାଲିଥିବା ସେକ୍ସ ରାକେଟକୁ ଠାବ କରିଛି କମିଶନରେଟ ପୋଲିସ। ଏହି ରାକେଟ ଉପରେ ଚଢାଉ କରି ପୋଲିସ ୧୧ଜଣ ରୂପଜୀବୀଙ୍କୁ ଉଦ୍ଧାର କରାଯିବା ସହ ୩ଜଣ ଗ୍ରାହକ ଧରି ସହିଦନଗର ଥାନାକୁ ଆଣିଛି। ଗ୍ରାହକ ୩ଜଣ ଚନ୍ଦକା, ସାଲିଆସାହି ଓ ଝାଡଖଣ୍ଡ ଅଞ୍ଚଳର ବୋଲି ଜଣାପଡିଛି। ପୋଲିସ ସମସ୍ତଙ୍କ ଡାକ୍ତରୀ ମାଇନା କରିଛି। ଆସନ୍ତାକାଲି ୩ ଗ୍ରାହକଙ୍କୁ କୋର୍ଟ ଚାଲାଣ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos