ବ୍ରିଜେଶକୁ ୩ଦିନ ରିମାଣ୍ଡରେ ନେଲା କମିଶନରେଟ ପୋଲିସ

ଭୁବନେଶ୍ୱର: ୟୁପି ଡନ୍ ବ୍ରିଜେଶ ସିଂହକୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ବ୍ରିଜେସ ସିଂହକୁ ୩ ଦିନ ରିମାଣ୍ଡରେ ନେବା ନେଇ କମିଶନରେଟ ପୋଲିସର ଆବେଦନକୁ ବିଚାର କରି  ଏସଡିଜେଏମ କୋର୍ଟ ବିଜେସକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଗୁରୁବାର କଡା ସୁରକ୍ଷା ମଧ୍ୟରେ ବ୍ରିଜେଶ ସିଂହକୁ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା। ସୂଚନାଯୋଗ୍ୟ, ୨୦୦୮ ମସିହାରେ ବ୍ରିଜେଶକୁ ଖାରବେଳ ନଗରସ୍ଥିତ ଏକ ମଲରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। […]

brijesh shing

brijesh shing

Rakesh Mallick
  • Published: Thursday, 07 January 2016
  • Updated: 07 January 2016, 04:04 PM IST

Sports

Latest News

ଭୁବନେଶ୍ୱର: ୟୁପି ଡନ୍ ବ୍ରିଜେଶ ସିଂହକୁ ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ୍ ପୋଲିସ। ବ୍ରିଜେସ ସିଂହକୁ ୩ ଦିନ ରିମାଣ୍ଡରେ ନେବା ନେଇ କମିଶନରେଟ ପୋଲିସର ଆବେଦନକୁ ବିଚାର କରି  ଏସଡିଜେଏମ କୋର୍ଟ ବିଜେସକୁ ୨ ଦିନ ପାଇଁ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି। ଗୁରୁବାର କଡା ସୁରକ୍ଷା ମଧ୍ୟରେ ବ୍ରିଜେଶ ସିଂହକୁ ଏସଡିଜେଏମଙ୍କ କୋର୍ଟରେ ହାଜର କରାଯାଇଥିଲା।

ସୂଚନାଯୋଗ୍ୟ, ୨୦୦୮ ମସିହାରେ ବ୍ରିଜେଶକୁ ଖାରବେଳ ନଗରସ୍ଥିତ ଏକ ମଲରୁ ଦିଲ୍ଲୀ ପୋଲିସ ଗିରଫ କରିଥିଲା। ଦୀର୍ଘ ୮ବର୍ଷ ଧରି ସେ ଭୁବନେଶ୍ୱରରେ ଛଦ୍ମ ନାମରେ ରହୁଥିଲା। ଗିରଫ ବେଳେ ତା’ନିକଟରୁ ଏକ ଅତ୍ୟାଧୁନିକ ଚୋରା ପିସ୍ତଲ ମିଳିଥିଲା। ବନ୍ଧୁକ ରଖିବା ଅଭିଯୋଗରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ଭୁବନେଶ୍ୱରର ଏୟାରଫିଲ୍ଡ ଥାନାରେ ବ୍ରିଜେଶ ସିଂହ ନାଁରେ ମାମଲା ଥିବା ବେଳେ ଦିଲ୍ଲୀ, ବନାରସ, ୟୁପିରେ ମଧ୍ୟ ତା ନାଁ ଅନେକ ସଙ୍ଗୀନ ମାମଲା ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story