ବୌଦ୍ଧ: ଜମିବାଡି ବିବାଦକୁ କେନ୍ଦ୍ର କରି ଦମ୍ପତିଙ୍କୁ ହତ୍ୟା

ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁରେ ଜମିବାଡି ବିବାଦକୁ କେନ୍ଦ୍ର କରି ଏକ ଦମ୍ପତିଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ଦମ୍ପତି ହେଲେ ବିରଞ୍ଚି ନାରାୟଣ ରଣା ଏବଂ ସଖୀ ରଣା। ହତ୍ୟା କରିବା ପରେ ଅଭିଯୁକ୍ତ ପୁତୁରା ଶଶିଭୂଷଣ ରଣା ପୋଲିସ୍‌ ନିକଟରେ  ଆତ୍ମସମର୍ପଣ କରିଥିଲା। ଶଶିଭୂଷଣଙ୍କୁ ପୋଲିସ୍‌  ଗିରଫ  କରି  ଘଟଣାର ତଦନ୍ତ କରୁଛି।

boudha

Rakesh Mallick
  • Published: Tuesday, 01 November 2016
  • , Updated: 01 November 2016, 03:44 PM IST

Related story