ବ୍ୟବସାୟୀ ଅପହରଣ ଘଟଣାରେ ଜଣେ ଗିରଫ

ବଲାଙ୍ଗିର: ସୁନ୍ଦରଗଡ଼ ବ୍ୟବସାୟୀ ଅପହରଣ ଘଟଣାରେ ପୋଲିସ୍‌ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କୈଳାସ ଅଗ୍ରୱାଲ। ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୀଲ ବଂଶଲ ଏବେ ବି ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି। କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରୁ କୋଲକାତାର ବ୍ୟବସାୟୀ ପ୍ରତୀକ ପଟୋଦିଆଙ୍କୁ ଅପହରଣ କରିନିଆଯାଇଥିଲା। ପରେ ସୁନ୍ଦରଗଡ଼ ପୋଲିସ୍‌ କଣ୍ଟାବାଞ୍ଜି ପୋଲିସ୍‌ […]

business

business

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 07:35 PM IST

Sports

Latest News

ବଲାଙ୍ଗିର: ସୁନ୍ଦରଗଡ଼ ବ୍ୟବସାୟୀ ଅପହରଣ ଘଟଣାରେ ପୋଲିସ୍‌ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅଞ୍ଚଳରୁ ଆଜି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କୈଳାସ ଅଗ୍ରୱାଲ। ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୀଲ ବଂଶଲ ଏବେ ବି ଫେରାର ଅଛି। ତାକୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ତଲାସୀ ଜାରି ରଖିଛି।

କିଛିଦିନ ତଳେ ସୁନ୍ଦରଗଡ଼ ଜିଲ୍ଲାରୁ କୋଲକାତାର ବ୍ୟବସାୟୀ ପ୍ରତୀକ ପଟୋଦିଆଙ୍କୁ ଅପହରଣ କରିନିଆଯାଇଥିଲା। ପରେ ସୁନ୍ଦରଗଡ଼ ପୋଲିସ୍‌ କଣ୍ଟାବାଞ୍ଜି ପୋଲିସ୍‌ ସହାୟତାରେ ପ୍ରତୀକକୁ ଉଦ୍ଧାର କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story