ସିବିଆଇରେ ଓକେସିଏଲ ବିରୋଧରେ ଦୁର୍ନୀତି ମାମଲା

ଭୁବନେଶ୍ୱର: ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡର କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରି ସିବିଆଇରେ ମାମଲା ରୁଜୁ କରିଛି ଏକ ସାମାଜିକ ସଂଗଠନ। ରାଜ୍ୟର ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ଦେବା ଲାଗି ଓଡ଼ିଶା ନଲେଜ କର୍ପୋରେସନ ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ। ତେବେ ଏଥିରେ ପାଖାପାଖି ୨୦୦ କୋଟି ଟଙ୍କାର ହେରଫେର ହୋଇଥିବା ସଂଗଠନ ଅଭିଯୋଗ ହୋଇଛି। ମହାରାଷ୍ଟ୍ରରେ ଏହି ସଂସ୍ଥା ବ୍ଲାକ୍ ଲିଷ୍ଟେଡ୍ ହୋଇଥିବା ବେଳେ ଓଡ଼ିଶାରେ ଏହି କମ୍ପାନୀକୁ କିଭଳି […]

okcl logo

okcl logo

Rakesh Mallick
  • Published: Tuesday, 05 January 2016
  • Updated: 05 January 2016, 01:51 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ନଲେଜ କର୍ପୋରେସନ ଲିମିଟେଡର କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ କରି ସିବିଆଇରେ ମାମଲା ରୁଜୁ କରିଛି ଏକ ସାମାଜିକ ସଂଗଠନ। ରାଜ୍ୟର ସ୍କୁଲଗୁଡ଼ିକରେ କମ୍ପ୍ୟୁଟର ଶିକ୍ଷା ଦେବା ଲାଗି ଓଡ଼ିଶା ନଲେଜ କର୍ପୋରେସନ ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ। ତେବେ ଏଥିରେ ପାଖାପାଖି ୨୦୦ କୋଟି ଟଙ୍କାର ହେରଫେର ହୋଇଥିବା ସଂଗଠନ ଅଭିଯୋଗ ହୋଇଛି। ମହାରାଷ୍ଟ୍ରରେ ଏହି ସଂସ୍ଥା ବ୍ଲାକ୍ ଲିଷ୍ଟେଡ୍ ହୋଇଥିବା ବେଳେ ଓଡ଼ିଶାରେ ଏହି କମ୍ପାନୀକୁ କିଭଳି ରାଜ୍ୟ ସରକାର ଦାୟିତ୍ୱ ଦେଲେ ସେ ନେଇ ଅନୁଷ୍ଠାନ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏହି ଦୁର୍ନୀତର ତଦନ୍ତ କରିବା ଲାଗି ସଂଗଠନ ପକ୍ଷରୁ ସିବିଆଇ ନିକଟରେ ଦାବି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story