ଚିଟଫଣ୍ଡ ଠକେଇ ମାମଲା: ସ୍ୱସ୍ତିକ ଇଣ୍ଡିଆ ମୁଖ୍ୟ ରଞ୍ଜନ ସହ ୩ ଗିରଫ

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସ୍ୱସ୍ତିକ ଇଣ୍ଡିଆ କ୍ରେଡିଟ୍ କର୍ପୋରେଟିଭ ଲିମିଟେଡର ମୁଖ୍ୟ ରଞ୍ଜନ ଦାସକୁ ସିବିଆଇ ଗିରଫ କରିଛି। ଆଜି ରଞ୍ଜନଙ୍କ ସହ ତାଙ୍କ କମ୍ପାନୀର ଦୁଇ ଜଣ ପ୍ରମୋଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଦୁଇ ପ୍ରମୋଟର୍ ହେଲେ ସବ୍ୟସାଚୀ ପାଣି ଏବଂ ପ୍ରମୋଦ ପରିଡ଼ା। ଏମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସ୍ୱସ୍ତିକ ଇଣ୍ଡିଆ ନାଁରେ ୨୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ସୁନ୍ଦରଗଡର ଟାଉନ ଥାନାରେ କମ୍ପାନୀ ନାଁରେ ଠକେଇ […]

Chit-Fund

Chit-Fund

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 05:53 PM IST

Sports

Latest News

ଭୁବନେଶ୍ୱର: ଚିଟଫଣ୍ଡ ଠକେଇ ମାମଲାରେ ସ୍ୱସ୍ତିକ ଇଣ୍ଡିଆ କ୍ରେଡିଟ୍ କର୍ପୋରେଟିଭ ଲିମିଟେଡର ମୁଖ୍ୟ ରଞ୍ଜନ ଦାସକୁ ସିବିଆଇ ଗିରଫ କରିଛି। ଆଜି ରଞ୍ଜନଙ୍କ ସହ ତାଙ୍କ କମ୍ପାନୀର ଦୁଇ ଜଣ ପ୍ରମୋଟରଙ୍କୁ ମଧ୍ୟ ଗିରଫ କରାଯାଇଛି। ଗିରଫ ଦୁଇ ପ୍ରମୋଟର୍ ହେଲେ ସବ୍ୟସାଚୀ ପାଣି ଏବଂ ପ୍ରମୋଦ ପରିଡ଼ା। ଏମାନଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ। ସ୍ୱସ୍ତିକ ଇଣ୍ଡିଆ ନାଁରେ ୨୦ କୋଟି ଟଙ୍କା ଠକେଇ ଅଭିଯୋଗ ରହିଛି। ସୁନ୍ଦରଗଡର ଟାଉନ ଥାନାରେ କମ୍ପାନୀ ନାଁରେ ଠକେଇ ନେଇ ମାମଲା ରୁଜୁ ହୋଇଥିଲା। ସ୍ୱସ୍ତିକ ଇଣ୍ଡିଆ  ୨୦୧୧ରୁ ୨୦୧୩ ପର୍ଯ୍ୟନ୍ତ କାରବାର କରୁଥିଲା । ରଞ୍ଜନ ପୂର୍ବରୁ ଅର୍ଥତତ୍ତ୍ୱ ଠକେଇ ମାମଲାରେ ଗିରଫ ହୋଇ ଜାମିନରେ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos