ସମୃଦ୍ଧ ଜୀବନର ସିଏମଡ଼ିକୁ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କଲା ପୋଲିସ

କଟକ: ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ପରିଚାଳନା ନିର୍ଦ୍ଦେଶକ ମହେଶ କିଶନ ମାଟେୱାରଙ୍କୁ ବୁଧବାର କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କରିଥିବା ଜାମିନ ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାରକୁ ଧାର୍ଯ୍ୟ ହୋଇଛି। ତାଳଚେର ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ମହାରାଷ୍ଟ୍ରର ମହେଶ ମାଟେୱାର ସମୃଦ୍ଧ ଜୀବନ ଫୁଡସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ନାମକ ସଂସ୍ଥା […]

giraf

giraf

Rakesh Mallick
  • Published: Wednesday, 06 January 2016
  • Updated: 06 January 2016, 02:17 PM IST

Sports

Latest News

କଟକ: ଚିଟଫଣ୍ଡ ସଂସ୍ଥା ସମୃଦ୍ଧ ଜୀବନର ପରିଚାଳନା ନିର୍ଦ୍ଦେଶକ ମହେଶ କିଶନ ମାଟେୱାରଙ୍କୁ ବୁଧବାର କଟକ ସ୍ୱତନ୍ତ୍ର ଚିଟଫଣ୍ଡ କୋର୍ଟରେ ହାଜର କରାଯାଇଛି। ତାଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି। ତାଙ୍କ ଓକିଲ କରିଥିବା ଜାମିନ ଆବେଦନର ଶୁଣାଣି ଆସନ୍ତା ଶୁକ୍ରବାରକୁ ଧାର୍ଯ୍ୟ ହୋଇଛି।

ତାଳଚେର ପୋଲିସ ତାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲା। ମହାରାଷ୍ଟ୍ରର ମହେଶ ମାଟେୱାର ସମୃଦ୍ଧ ଜୀବନ ଫୁଡସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ନାମକ ସଂସ୍ଥା ଖୋଲି ଜମାକାରୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଏହି ଅଭିଯୋଗ ଆଧାରରେ ତାଳଚେର ଥାନା ପୋଲିସ ୨୦୧୩ରେ ଏକ ମାମଲା ରୁଜୁ କରିଥିଲା। ତାଳଚେର ପୋଲିସ ସୋମବାର ତାଙ୍କୁ ମହାରାଷ୍ଟ୍ରରୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story