୩ କାର୍ ଲୁଟେରା ଗିରଫ; ୩ କାର୍ ଜବତ

କଟକ: କଟକ ମଙ୍ଗଳାବାଗ ଥାନା ପୋଲିସ ୩ କାର ଲୁଟେରାଙ୍କୁ ଗିରଫ କରିଛି। ପୋଲିସ୍‌ ସେମାନଙ୍କଠାରୁ ୪ଟି ମୋବାଇଲ ଓ ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଲୁଟ୍‌ ଓ ଡକାୟତି ପରି ମାମଲା ରହିଛି। ଗତ ୨୨ ତାରିଖରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ସଂଜୟ କୁମାର ଦାସଙ୍କ କାର ଲୁଟ୍‌ ହୋଇଥିଲା। ଲୁଟେରାମାନେ ଏସ୍‌ସିବି ମେଡ଼ିକାଲ ପରିସରରେ ସଂଜୟଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କ କାର୍‌ ଲୁଟି ନେଇଯାଇଥିଲେ। […]

lootera

lootera

Rakesh Mallick
  • Published: Thursday, 02 February 2017
  • Updated: 02 February 2017, 06:24 PM IST

Sports

Latest News

କଟକ: କଟକ ମଙ୍ଗଳାବାଗ ଥାନା ପୋଲିସ ୩ କାର ଲୁଟେରାଙ୍କୁ ଗିରଫ କରିଛି। ପୋଲିସ୍‌ ସେମାନଙ୍କଠାରୁ ୪ଟି ମୋବାଇଲ ଓ ନଗଦ ଟଙ୍କା ଜବତ କରିଛି। ଗିରଫ ଅଭିଯୁକ୍ତଙ୍କ ନାଁରେ ବିଭିନ୍ନ ଥାନାରେ ଲୁଟ୍‌ ଓ ଡକାୟତି ପରି ମାମଲା ରହିଛି।

ଗତ ୨୨ ତାରିଖରେ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ଅଞ୍ଚଳର ସଂଜୟ କୁମାର ଦାସଙ୍କ କାର ଲୁଟ୍‌ ହୋଇଥିଲା। ଲୁଟେରାମାନେ ଏସ୍‌ସିବି ମେଡ଼ିକାଲ ପରିସରରେ ସଂଜୟଙ୍କୁ ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କ କାର୍‌ ଲୁଟି ନେଇଯାଇଥିଲେ। ଏନେଇ ଅଭିଯୋଗ ହେବା ପରେ ପୋଲିସ୍‌ ମାମଲା ରୁଜୁ କରି ମୁଖ୍ୟ ଅଭିଯୁକ୍ତ ବିକ୍ରମ ବିଶ୍ୱାଳ ଓରଫ ଲିପୁଙ୍କୁ ଗିରଫ କରିଥିଲା। ଲିପୁଙ୍କ ବୟାନକୁ ଆଧାର କରି ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ପୋଲିସ୍‌ ଗିରଫ କରିବାରେ ସଫଳ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos