ଡି ବ୍ରଦର୍ସଙ୍କ ସହଯୋଗୀଙ୍କୁ ଇଡିର ଜେରା

ଭୁବନେଶ୍ୱର: ଡି ବ୍ରଦର୍ସଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ ଜାରି ରଖିଛି। ଧଳସାମନ୍ତ ଭାଇଙ୍କ ବେଆଇନ ଆର୍ଥିକ କାରବାର ନେଇ ଆଜି ସ୍କ୍ରାପ ବେପାରୀ ଭୋଲା ଜଗତକୁ ପଚରାଉଚରା କରିଛି ଇଡି। କେବଳ ବେଆଇନ୍‌ ଆର୍ଥିକ କାରବାର ନୁହେଁ, ଧଳସାମନ୍ତଙ୍କ ଅପରାଧୀକ କାର୍ଯ୍ୟକଳାପରେ ବି ଭୋଲାର ସମ୍ପୃକ୍ତି ଅଭିଯୋଗ ରହିଛି। ଓମ ଏବଂ ଦୀପୁଙ୍କୁ ହତ୍ୟା ପରେ ଭୋଲାଙ୍କ ଗାଡ଼ିରେ ମୃତଦେହ ଝାଡ଼ଖଣ୍ଡ ନେଇଯାଇ ପୋଡି ଦିଆଯାଇ ଥିଲା। ଏବେ ଭୋଲା ଜାମନରେ ଥିବା […]

d-brothers

d-brothers

Rakesh Mallick
  • Published: Wednesday, 01 March 2017
  • Updated: 01 March 2017, 07:10 PM IST

Sports

Latest News

ଭୁବନେଶ୍ୱର: ଡି ବ୍ରଦର୍ସଙ୍କ ଆର୍ଥିକ କାରବାର ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଖୋଳତାଡ ଜାରି ରଖିଛି। ଧଳସାମନ୍ତ ଭାଇଙ୍କ ବେଆଇନ ଆର୍ଥିକ କାରବାର ନେଇ ଆଜି ସ୍କ୍ରାପ ବେପାରୀ ଭୋଲା ଜଗତକୁ ପଚରାଉଚରା କରିଛି ଇଡି। କେବଳ ବେଆଇନ୍‌ ଆର୍ଥିକ କାରବାର ନୁହେଁ, ଧଳସାମନ୍ତଙ୍କ ଅପରାଧୀକ କାର୍ଯ୍ୟକଳାପରେ ବି ଭୋଲାର ସମ୍ପୃକ୍ତି ଅଭିଯୋଗ ରହିଛି। ଓମ ଏବଂ ଦୀପୁଙ୍କୁ ହତ୍ୟା ପରେ ଭୋଲାଙ୍କ ଗାଡ଼ିରେ ମୃତଦେହ ଝାଡ଼ଖଣ୍ଡ ନେଇଯାଇ ପୋଡି ଦିଆଯାଇ ଥିଲା। ଏବେ ଭୋଲା ଜାମନରେ ଥିବା ବେଳେ ଡି ବ୍ରଦର୍ସଙ୍କ କଳା କାରବାର ନେଇ ତାକୁ ଜେରା କରାଯାଉଛି। ମାତ୍ର ଧଳସାମନ୍ତଙ୍କ ସହ ତାଙ୍କର ବ୍ୟବସାୟୀକ ସମ୍ପର୍କ ନଥିଲା ବୋଲି ଭୋଲା କହିଥିଲା।

ଅନ୍ୟପକ୍ଷରେ ରାଉରକେଲାର ପୂର୍ବତନ କାଉନସିଲର ଅଶେଷ ମହାନ୍ତିଙ୍କୁ ମଧ୍ୟ ଇଡି ଜେରା କରିଛି। ଜଣେ ସୁରପକ୍ଲାସ କଣ୍ଟ୍ରାକ୍ଟରଙ୍କଠାରୁ ୨୪ ଲକ୍ଷ ଟଙ୍କ ଦାଦା ବଟି ଆଦାୟ କରିବା ମାମଲାରେ ଅଶେଷକୁ ଜେରା କରାଯାଇଛି।

ଡି ବ୍ରଦର୍ସଙ୍କ ସହ ବ୍ୟବସାୟୀକ ସମ୍ପର୍କ ରଖିଥିବା ପ୍ରାଣକୃଷ୍ଣ ରାଉତରଙ୍କ ସମେତ ୫ରୁ ଅଧିକ ଲୋକଙ୍କୁ ଇଡି ପଚରାଉଚରା କରୁଛି।

ଦାଦାବଟି ଆଦାୟ, ଟେଣ୍ଡର ଫିକ୍ସିଂ, ବାଲିଘାଟ ନିଲାମୀ, ସ୍କ୍ରାପ ବେପାର ଭଳି ବିଭିନ୍ନ ବେଆଇନ୍‌ କାରବାରରେ ସମ୍ପୃକ୍ତ ଥିଲେ ଡି ବ୍ରଦର୍ସ। ଏମାନଙ୍କ ଅପରାଧ ସାମ୍ରାଜ୍ୟ ନେଇ ଇଡି ଖୋଳତାଡ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story