ମୁଥୁଟ୍ ଫାଇନାନ୍ସ ଚୋରି ଉଦ୍ୟମ ଘଟଣାରେ ୩ ଗିରଫ

କଟକ: କଟକ ମର୍କତ ନଗର ସେକ୍ଟର-୬ ସ୍ଥିତ ମୁଥୁଟ୍ ଫାଇନାନ୍ସରୁ ଚୋରି ଉଦ୍ୟମ ଘଟଣାରେ କମିଶନରେଟ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ସମିମ୍ ଅଖତର, ଜିତେନ୍ଦ୍ର ସାହା ଓ ରିଜାଉଲ କରିମ୍। ପୋଲିସ ସେମାନଙ୍କଠାରୁ ଗ୍ୟାସ୍ କଟର, ୬ଟି ସ୍କୃ ଡ୍ରାଇଭର, ଓୟାର କଟର, ଭୋଟ ପରିଚୟପତ୍ର, ୩ ଟି ମୋବାଇଲ୍ ଓ ୧୫,୦୦୦ ଟଙ୍କ। ଜବତ କରିଛି। ଗିରଫ ୩ ଜଣ ବିହାର ରାଜ୍ୟର ରାଜମହଲ ଥାନା ସାହେବଗଞ୍ଜ […]

cuttack loot

cuttack loot

Rakesh Mallick
  • Published: Monday, 16 January 2017
  • Updated: 16 January 2017, 03:57 PM IST

Sports

Latest News

କଟକ: କଟକ ମର୍କତ ନଗର ସେକ୍ଟର-୬ ସ୍ଥିତ ମୁଥୁଟ୍ ଫାଇନାନ୍ସରୁ ଚୋରି ଉଦ୍ୟମ ଘଟଣାରେ କମିଶନରେଟ ପୋଲିସ ଆଜି ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ମହମ୍ମଦ ସମିମ୍ ଅଖତର, ଜିତେନ୍ଦ୍ର ସାହା ଓ ରିଜାଉଲ କରିମ୍। ପୋଲିସ ସେମାନଙ୍କଠାରୁ ଗ୍ୟାସ୍ କଟର, ୬ଟି ସ୍କୃ ଡ୍ରାଇଭର, ଓୟାର କଟର, ଭୋଟ ପରିଚୟପତ୍ର, ୩ ଟି ମୋବାଇଲ୍ ଓ ୧୫,୦୦୦ ଟଙ୍କ। ଜବତ କରିଛି। ଗିରଫ ୩ ଜଣ ବିହାର ରାଜ୍ୟର ରାଜମହଲ ଥାନା ସାହେବଗଞ୍ଜ ବାସିନ୍ଦା ବୋଲି ଜଣାପଡିଛି।

ଏମାନେ ସମସ୍ତେ ପେଶାଦାର ଚୋର। ଓଡିଶା ସମେତ ବୋକାରୋ, ପାଟଣା, ରାୟପୁର, ଖଡଗପୁର ଓ ସିଲିଗୁଡି ପ୍ରମୁଖ ଅଞ୍ଚଳରେ ହୋଇଥିବା ବଡ଼ ଧରଣର ଚୋରିରେ ଏମାନେ ସମ୍ପୃକ୍ତ ଅଛନ୍ତି।

କଟକ ଏସିପି ପ୍ରମୋଦ କୁମାର ରଥ କହିଛନ୍ତି,“ଗିରଫ ଚୋରମାନେ ବିହାର ସାହେବଗଞ୍ଜ ଅଞ୍ଚଳର। ଏମାନେ ବ୍ୟାଙ୍କ ଓ ସୁନା ମହଜୁଦ୍‌ ଥିବା ଜାଗାକୁ ଟାର୍ଗେଟ କରନ୍ତି। ପରେ ଚୋରି କରିବା ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରନ୍ତି। ତେବେ ମୁଥୁଟ୍ ଫାଇନାନ୍ସରେ ବହୁ ସୁନା ଥିବା ଜାଣିପାରି ଗତ ୧୪ ତାରିଖ ରାତିରେ ଚୋରି କରିବାକୁ ଉଦ୍ୟମ କରିଥିଲେ। କିନ୍ତୁ ପୋଲିସ୍‌ର ତତ୍‌କ୍ଷଣାତ ଉଦ୍ୟମ ଫଳରେ ସେମାନେ ଗିରଫ ହୋଇଛନ୍ତି। ଏମାନେ ରାଉରକେଲା ଲୁଟ୍‌ରେ ସମ୍ପୃକ୍ତ ଥିବା ସନ୍ଦେହ କରାଯାଉଛି। ସେଥିପାଇଁ ରାଉରକେଲା ପୋଲିସ୍‌ ମଧ୍ୟ ଏଠାକୁ ଆସି ସେମାନଙ୍କୁ ଜେରା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story