ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ୍‌ ଘଟଣାରେ ଦୁଇ ଗିରଫ

କଟକ: କଟକ ଖାନନଗର ପେଟ୍ରୋଲ ପମ୍ପରୁ ଲୁଟ୍‌ ଘଟଣାରେ ପୋଲିସ୍‌ ଆଜି ଦୁଇ ଜଣଙ୍କୁ ଗିରଫ କରିଛି।  ଲୁଟ୍‌ ହୋଇଥିବା ୧୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଯୁବକମାନେ ପେଟ୍ରୋଲ ପମ୍ପ କର୍ମଚାରୀ ବୋଲି ଜଣାପଡ଼ିଛି। ସେମାନେ ନକଲି ଚାବି କରି କ୍ୟାସ୍‌ ବାକ୍ସରୁ ଟଙ୍କା ଲୁଟ୍‌ କରିଥିଲେ। ଗତ ୬ ତାରିଖରେ ପେଟ୍ରୋଲ ପମ୍ପରୁ ଲୁଟ୍‌ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଉଥିଲା।

cuttack-loot

cuttack-loot

Rakesh Mallick
  • Published: Wednesday, 09 November 2016
  • Updated: 09 November 2016, 07:00 PM IST

Sports

Latest News

କଟକ: କଟକ ଖାନନଗର ପେଟ୍ରୋଲ ପମ୍ପରୁ ଲୁଟ୍‌ ଘଟଣାରେ ପୋଲିସ୍‌ ଆଜି ଦୁଇ ଜଣଙ୍କୁ ଗିରଫ କରିଛି।  ଲୁଟ୍‌ ହୋଇଥିବା ୧୧ ଲକ୍ଷ ଟଙ୍କା ମଧ୍ୟ ଜବତ କରାଯାଇଛି। ଗିରଫ ଯୁବକମାନେ ପେଟ୍ରୋଲ ପମ୍ପ କର୍ମଚାରୀ ବୋଲି ଜଣାପଡ଼ିଛି। ସେମାନେ ନକଲି ଚାବି କରି କ୍ୟାସ୍‌ ବାକ୍ସରୁ ଟଙ୍କା ଲୁଟ୍‌ କରିଥିଲେ।

ଗତ ୬ ତାରିଖରେ ପେଟ୍ରୋଲ ପମ୍ପରୁ ଲୁଟ୍‌ ହୋଇଥିବା ନେଇ ବାଦାମବାଡ଼ି ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ୍‌ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଉଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story