କଟକ: ୪ ଡକାୟତ ଗିରଫ, ମାରଣାସ୍ତ୍ର ଜବତ

କଟକ: କଟକ ବିଡାନାସୀ ଥାନା ଅନ୍ତର୍ଗତ ସତୀଚଉରାରେ ଏକ ନିଛାଟିଆ ସ୍ଥାନରେ ୪ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ କମିଶନରେଟ୍‌ ପୋଲିସ ଜାଣିପାରି ସେହି ଅଞ୍ଚଳରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ୩ଟି ଅଫୁଟା ଗୁଳି, ୩ଟି ବାଇକ, ୩ଟି ମୋବାଇଲ ଓ ଗୋଟିଏ ଭୁଜାଲି ଜବତ କରିଥିଲା। ଗିରଫ ସମସ୍ତ ଅଭିଯୁକ୍ତ ବିଡାନାସୀ ଅଞ୍ଚଳର। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ […]

cuttack ru 4 lootera arrest

cuttack ru 4 lootera arrest

Rakesh Mallick
  • Published: Wednesday, 01 February 2017
  • Updated: 01 February 2017, 09:51 PM IST

Sports

Latest News

କଟକ: କଟକ ବିଡାନାସୀ ଥାନା ଅନ୍ତର୍ଗତ ସତୀଚଉରାରେ ଏକ ନିଛାଟିଆ ସ୍ଥାନରେ ୪ ଜଣ ଯୁବକ ଡକାୟତି ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ କମିଶନରେଟ୍‌ ପୋଲିସ ଜାଣିପାରି ସେହି ଅଞ୍ଚଳରେ ଚଢ଼ାଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ସେମାନଙ୍କଠାରୁ ପୋଲିସ ଗୋଟିଏ ପିସ୍ତଲ, ୩ଟି ଅଫୁଟା ଗୁଳି, ୩ଟି ବାଇକ, ୩ଟି ମୋବାଇଲ ଓ ଗୋଟିଏ ଭୁଜାଲି ଜବତ କରିଥିଲା। ଗିରଫ ସମସ୍ତ ଅଭିଯୁକ୍ତ ବିଡାନାସୀ ଅଞ୍ଚଳର। ଏମାନଙ୍କ ନାଁରେ ବିଭିନ୍ନ ଥାନାରେ ମାମଲା ରହିଛି।

ସେହିପରି ଚୌଦ୍ୱାର ଥାନା ପୋଲିସ୍‌ ଆଜି ଜଣେ କୁଖ୍ୟାତ ଅପରାଧୀକୁ ଗିରଫ କରିଛି। ପୋଲିସ୍‌ ତା’ଠାରୁ ବହୁ ଚୋରି ସାମଗ୍ରୀ ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story