କଟକ: ଝାଞ୍ଜିରିମଙ୍ଗଳା ଷ୍ଟେଟବ୍ୟାଙ୍କ ଶାଖାରୁ ଲୁଟ୍‌ ଉଦ୍ୟମ

କଟକ: କଟକର ଝାଞ୍ଜିରିମଙ୍ଗଳା ଷ୍ଟେଟବ୍ୟାଙ୍କ ଶାଖାରୁ ଡକାୟତମାନେ ତାଲା କାଟି ଲୁଟ୍‌ କରିବା ପାଇଁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଡକାୟତମାନେ ବ୍ୟାଙ୍କର ୫ଟି ତାଲା ଭାଙ୍ଗି ଥିଲେ ମଧ୍ୟ ଟଙ୍କା କିମ୍ବା ଅନ୍ୟ କୌଣସି ଜିନିଷ ନେବାରେ ସମର୍ଥ ହୋଇ ନ ଥିଲେ।  ବ୍ୟାଙ୍କର ଷ୍ଟ୍ରଙ୍ଗରୁମ୍‌ ମଧ୍ୟ ସୁରକ୍ଷିତ ରହିଛି। କମିଶନରେଟ୍ ପୋଲିସ୍‌ ଘଟଣାର ତଦନ୍ତ କରୁଛି।

cuuack

Rakesh Mallick
  • Published: Wednesday, 02 November 2016
  • , Updated: 02 November 2016, 02:03 PM IST

Related story