ଡି’ ବ୍ରଦର୍ସଙ୍କ ସହଯୋଗୀ ସଂଗ୍ରାମ ଗିରଫ

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜୋବ୍ରା ଅଞ୍ଚଳର ସଂଗ୍ରାମ ରାଉତରାୟ। ତା’ ପାଖରୁ ପୋଲିସ ଗୋଟିଏ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ଜବତ କରିଛି। ୫୫ ବର୍ଷୀୟ ସଂଗ୍ରାମ ନାଁରେ କଟକର ବିଭିନ୍ନ ଥାନାରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଭଳି ୧୯ଟି ମାମଲା ରହିଛି। ଅନ୍ୟପକ୍ଷରେ ସଂଗ୍ରାମ ଗିରଫ ହେବା ପୂର୍ବରୁ ଚୁପ୍ ରହିଥିବା ଜୋବ୍ରା ବାସିନ୍ଦା ରବି ଦଳେଇଙ୍କ […]

sangram

sangram

Rakesh Mallick
  • Published: Saturday, 13 February 2016
  • Updated: 13 February 2016, 01:40 PM IST

Sports

Latest News

କଟକ: ଡି’ ବ୍ରଦର୍ସଙ୍କ ଆଉ ଜଣେ ସହଯୋଗୀକୁ କମିଶନରେଟ୍‌ ପୋଲିସ୍‌ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଜୋବ୍ରା ଅଞ୍ଚଳର ସଂଗ୍ରାମ ରାଉତରାୟ। ତା’ ପାଖରୁ ପୋଲିସ ଗୋଟିଏ ବନ୍ଧୁକ ଓ ୬ ରାଉଣ୍ଡ ଗୁଳି ଜବତ କରିଛି। ୫୫ ବର୍ଷୀୟ ସଂଗ୍ରାମ ନାଁରେ କଟକର ବିଭିନ୍ନ ଥାନାରେ ହତ୍ୟା, ଅପହରଣ, ଦାଦାବଟି ଆଦାୟ ଭଳି ୧୯ଟି ମାମଲା ରହିଛି। ଅନ୍ୟପକ୍ଷରେ ସଂଗ୍ରାମ ଗିରଫ ହେବା ପୂର୍ବରୁ ଚୁପ୍ ରହିଥିବା ଜୋବ୍ରା ବାସିନ୍ଦା ରବି ଦଳେଇଙ୍କ ମା’ କାଳୀ ଦଳେଇ ମୁହଁ ଖୋଲିଛନ୍ତି। କାଳୀଙ୍କ ଅଭିଯୋଗ ମୁତାବକ ୧୯୯୯ ମସିହା ଜୁଲାଇ ୧୬ ତାରିଖରେ ସଂଗ୍ରାମ ତାଙ୍କ ପୁଅ ରବିକୁ ହତ୍ୟା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story