ଦେବଗଡ: ଭୁଜାଲି ଦେଖାଇ ଡାକ୍ତରଖାନା କର୍ମଚାରୀଙ୍କୁ ଭୟଭୀତ କରିବା ଅଭିଯୋଗରେ ଯୁବକ ଅଟକ

ଦେବଗଡ: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକର ଉନ୍ମତ୍ତକାଣ୍ଡ । ଆଜି ଦେବଗଡର ଟୁଟୁ ନାମକ ଜଣେ ଯୁବକ ଡାକ୍ତରଖାନା ପରିସରରେ ପଶି ଭୁଜାଲି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିବା ଅଭିଯୋଗରେ ହୋଇଛି। ଯୁବକ ଜଣକ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଥିବା କବାଟ ଓ ଆସବାବପତ୍ର ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି । ଖବର ପାଇ ଦେବଗଡ ପୋଲିସ ହସପିଟାଲକୁ ଯାଇ ଯୁବକକୁ କାବୁ କରିଥିଲା । ତାକୁ ଥାନାକୁ ଆଣି ପଚରାଉଚୁରା କରୁଛି ପୋଲିସ […]

debagard

debagard

Rakesh Mallick
  • Published: Saturday, 10 October 2015
  • Updated: 10 October 2015, 02:10 PM IST

Sports

Latest News

debagardଦେବଗଡ: ଦେବଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଯୁବକର ଉନ୍ମତ୍ତକାଣ୍ଡ । ଆଜି ଦେବଗଡର ଟୁଟୁ ନାମକ ଜଣେ ଯୁବକ ଡାକ୍ତରଖାନା ପରିସରରେ ପଶି ଭୁଜାଲି ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିବା ଅଭିଯୋଗରେ ହୋଇଛି। ଯୁବକ ଜଣକ ଡାକ୍ତରଖାନାର ବିଭିନ୍ନ ୱାର୍ଡରେ ଥିବା କବାଟ ଓ ଆସବାବପତ୍ର ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥିବା ଜଣାପଡିଛି । ଖବର ପାଇ ଦେବଗଡ ପୋଲିସ ହସପିଟାଲକୁ ଯାଇ ଯୁବକକୁ କାବୁ କରିଥିଲା । ତାକୁ ଥାନାକୁ ଆଣି ପଚରାଉଚୁରା କରୁଛି ପୋଲିସ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story