ଦେବଗଡ଼ ଗାଡ଼ି ଦୁର୍ଘଟଣା: ବସ୍‌ ମାଲିକଙ୍କ ନାଁରେ କଟକ ଲାଲବାଗ ଥାନାରେ ଏତଲା

କଟକ: ଗଇଲୋ ଘାଟିରୁ ଯାତ୍ରାପାର୍ଟି ବସ୍‌ ଖସି ୨୭ଜଣଙ୍କ ମୃତ୍ୟୁ ଘଟଣାରେ ବସ୍‌ ମାଲିକଙ୍କ ବିରୋଧରେ କଟକ ଲାଲବାଗ ଥାନାରେ ଏତଲା ଦାୟର କରାଯାଇଛି। କଟକ ଆରଟିଓ ପକ୍ଷରୁ ଏହି ଏତଲା ଦିଆଯାଇଛି। ବସ୍‌ଟିର ଫିଟ୍‌ନେସ୍‌ ଓ ପରମିଟ୍‌ ସାଙ୍ଗକୁ ଅନ୍ୟ କାଗଜପତ୍ର ବୈଦ୍ଧ ନ ଥିବା ସତ୍ତ୍ୱେ ଚଳାଚଳ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଦର୍ଶାଇ ବସ୍‌ ମାଲିକ ତପନ ମହାନ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ଏତଲାରେ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ବସ୍‌ […]

accident

accident

Rakesh Mallick
  • Published: Tuesday, 19 April 2016
  • Updated: 19 April 2016, 05:42 PM IST

Sports

Latest News

କଟକ: ଗଇଲୋ ଘାଟିରୁ ଯାତ୍ରାପାର୍ଟି ବସ୍‌ ଖସି ୨୭ଜଣଙ୍କ ମୃତ୍ୟୁ ଘଟଣାରେ ବସ୍‌ ମାଲିକଙ୍କ ବିରୋଧରେ କଟକ ଲାଲବାଗ ଥାନାରେ ଏତଲା ଦାୟର କରାଯାଇଛି। କଟକ ଆରଟିଓ ପକ୍ଷରୁ ଏହି ଏତଲା ଦିଆଯାଇଛି। ବସ୍‌ଟିର ଫିଟ୍‌ନେସ୍‌ ଓ ପରମିଟ୍‌ ସାଙ୍ଗକୁ ଅନ୍ୟ କାଗଜପତ୍ର ବୈଦ୍ଧ ନ ଥିବା ସତ୍ତ୍ୱେ ଚଳାଚଳ କାରଣରୁ ଏଭଳି ଦୁର୍ଘଟଣା ଘଟିଥିବା ଦର୍ଶାଇ ବସ୍‌ ମାଲିକ ତପନ ମହାନ୍ତିଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିବାକୁ ଏତଲାରେ ଅନୁରୋଧ କରାଯାଇଛି।

ଅନ୍ୟପକ୍ଷରେ ବସ୍‌ ମାଲିକ ତପନ ୨୦୧୩ ମାର୍ଚ୍ଚ ୨୩ରୁ ଏହାକୁ ବରଗଡ଼ ଅଞ୍ଚଳର ଅଲତାଫ୍‌ ହୁସେନ ନାମକ ଜଣେ ବ୍ୟକ୍ତିଙ୍କୁ ବିକ୍ରି କରି ଦେଇଥିବା ଜଣାପଡିଛି। ତେବେ ଗାଡ଼ିଟି ଆଇନଗତ ଭାବେ ହସ୍ତାନ୍ତର କରାଯାଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story