ଢେଙ୍କାନାଳ: ପିସିସି ସମ୍ପାଦକ ସିଦ୍ଧେଶ୍ୱରୀ ମିଶ୍ରଙ୍କ ଘରୁ ଲୁଟ୍

ଢେଙ୍କାନାଳ: ପିସିସି ସମ୍ପାଦକ ସିଦ୍ଧେଶ୍ୱରୀ ମିଶ୍ରଙ୍କ ଢେଙ୍କାନାଳସ୍ଥିତ ଭାଗିରଥୀ ବିହାର ଘରୁ ରବିବାର ବିଳମ୍ୱିତ ରାତିରେ ଲୁଟ୍ ହୋଇଛି। ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଦୁର୍ବୃତ୍ତ ଲୁଟ୍ କରି ନେଇଥିବା ଟାଉନ ଥାନାରେ ସେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଦୁବୃର୍ତ୍ତ ଘରର ଆଗ ପଟ କବାଟ ଭାଙ୍ଗି ସୁନା ଅଳଙ୍କାର ସହ ଆସବାବପତ୍ର ଲୁଟି ନେଇଛନ୍ତି । ସେହିପରି ସିଦ୍ଧେଶ୍ୱରଙ୍କ ଘର ନିକଟରେ ଥିବା ଅନ୍ୟ ଜଣଙ୍କ ଘରୁ ଲୁଟ୍ ଉଦ୍ୟମ […]

loot

loot

Rakesh Mallick
  • Published: Monday, 11 January 2016
  • Updated: 11 January 2016, 07:58 AM IST

Sports

Latest News

lootଢେଙ୍କାନାଳ: ପିସିସି ସମ୍ପାଦକ ସିଦ୍ଧେଶ୍ୱରୀ ମିଶ୍ରଙ୍କ ଢେଙ୍କାନାଳସ୍ଥିତ ଭାଗିରଥୀ ବିହାର ଘରୁ ରବିବାର ବିଳମ୍ୱିତ ରାତିରେ ଲୁଟ୍ ହୋଇଛି। ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଦୁର୍ବୃତ୍ତ ଲୁଟ୍ କରି ନେଇଥିବା ଟାଉନ ଥାନାରେ ସେ ଅଭିଯୋଗ କରିଛନ୍ତି। ପରିବାର ଲୋକେ ଶୋଇଥିବା ବେଳେ ବିଳମ୍ୱିତ ରାତିରେ ଦୁବୃର୍ତ୍ତ ଘରର ଆଗ ପଟ କବାଟ ଭାଙ୍ଗି ସୁନା ଅଳଙ୍କାର ସହ ଆସବାବପତ୍ର ଲୁଟି ନେଇଛନ୍ତି ।

ସେହିପରି ସିଦ୍ଧେଶ୍ୱରଙ୍କ ଘର ନିକଟରେ ଥିବା ଅନ୍ୟ ଜଣଙ୍କ ଘରୁ ଲୁଟ୍ ଉଦ୍ୟମ କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ବିଫଳ ହୋଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story