ଦୁଇଟି ହାତୀ ଦାନ୍ତ ଉଦ୍ଧାର, ଦୁଇ ଗିରଫ

Ordigital Desk
  • Published: Saturday, 06 May 2017
  • , Updated: 06 May 2017, 01:44 PM IST
<p>[video width=&quot;720&quot; height=&quot;576&quot; mp4=&quot;]</p> <p>ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ମହାବିରୋଡ୍ ରେଞ୍ଜ ତରଫରୁ ଆଜି ଦୁଇଟି ହାତୀ ଦାନ୍ତ ଜବତ କରାଯାଇଛି। ଏହା ସହିତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ଜାଙ୍ଗୁ ଗାଁର ସନ୍ତୋଷ ନାଏକ ଓ ଦଶିପୁର ଗାଁର କାର୍ତ୍ତିକ ନାଏ।</p> <p>ଜାଙ୍ଗୁ ଗାଁ ନିକଟସ୍ଥ ଜଙ୍ଗଲରେ ସେମାନେ ହାତୀ ଦାନ୍ତ ଦୁଇଟିକୁ ପୋତି ରଖିଥିଲେ।</p>

Related story