ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଶଲ୍ୟ ଡାକ୍ତର ଜୟକୃଷ୍ଣ ତ୍ରିପାଠୀ ଗିରଫ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ବରିଷ୍ଠ ଶଲ୍ୟ ଡାକ୍ତର ଜୟକୃଷ୍ଣ ତ୍ରିପା଼ଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜୟକୃଷ୍ଣଙ୍କ ମୋଟ ସମ୍ପତ୍ତିର ଆକଳନ ୧,୩୬୯୬୦୦୦ ଟଙ୍କା ବୋଲି ଜଣାପଡ଼ିଛି। ଏହି ମାମଲାରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ନାମରେ କେସ୍‌ ଥିବା ବେଳେ ସ୍ତ୍ରୀ ଆଗୁଆ ହାଇକୋର୍ଟରୁ ଜାମିନ ପାଇଥିଲେ। ଗତକାଲି ଭିଜିଲାନ୍ସ ଡାକ୍ତର ତ୍ରିପାଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ସୂଚନାଯୋଗ୍ୟ, ଗିରଫ ଡାକ୍ତର ଜୟକୃଷ୍ଣଙ୍କର କେନ୍ଦୁଝର ଓ […]

docter

docter

Rakesh Mallick
  • Published: Tuesday, 25 October 2016
  • Updated: 25 October 2016, 02:02 PM IST

Sports

Latest News

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପୂର୍ବତନ ବରିଷ୍ଠ ଶଲ୍ୟ ଡାକ୍ତର ଜୟକୃଷ୍ଣ ତ୍ରିପା଼ଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି। ଜୟକୃଷ୍ଣଙ୍କ ମୋଟ ସମ୍ପତ୍ତିର ଆକଳନ ୧,୩୬୯୬୦୦୦ ଟଙ୍କା ବୋଲି ଜଣାପଡ଼ିଛି। ଏହି ମାମଲାରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କ ନାମରେ କେସ୍‌ ଥିବା ବେଳେ ସ୍ତ୍ରୀ ଆଗୁଆ ହାଇକୋର୍ଟରୁ ଜାମିନ ପାଇଥିଲେ। ଗତକାଲି ଭିଜିଲାନ୍ସ ଡାକ୍ତର ତ୍ରିପାଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିଲା।

ସୂଚନାଯୋଗ୍ୟ, ଗିରଫ ଡାକ୍ତର ଜୟକୃଷ୍ଣଙ୍କର କେନ୍ଦୁଝର ଓ କଟକ ସିଡିଏରେ ଦୁଇଟି ତିନି ମହଲା କୋଠାଘର ରହିଛି। ଏହା ପୂର୍ବରୁ ଗତ ୨୦୧୪ ଡିସେମ୍ବର ୧୭ ତାରିଖରେ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ସେ ଗିରଫ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story