ଡକାୟତି ଯୋଜନା ପଣ୍ଡ, ୪ ଗିରଫ

କଟକ: କଟକରେ ଆଜି ଏକ ଡକାୟତି ଯୋଜନାକୁ ପୋଲିସ ବିଫଳ କରିଦେଇଛି। ନୟା ସଡ଼କ ଅଞ୍ଚଳରେ ଥିବା ଏକ ସୁନା ଦୋକାନରେ ଡକାୟତି ପାଇଁ ଦୁର୍ବୃତ୍ତମାନେ ଯୋଜନା କରୁଥିବା ବେଳେ ୪ଜଣଙ୍କୁ ପୁରୀ ଘାଟ ଥାନା ପୋଲିସ୍‌ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୬ଟି ମୋବାଇଲ ସମେତ ୨ଟି ମାରାଣାସ୍ତ୍ର ଜବତ କରିଛି ପୋଲିସ୍‌। ଗିରଫଙ୍କ ମଧ୍ୟରେ ଥିବା ଟିକ୍‌ ଓରଫ ସତ୍ୟଜିତ ସାହୁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଏକ […]

cuttack,,,

cuttack,,,

Rakesh Mallick
  • Published: Wednesday, 11 January 2017
  • Updated: 11 January 2017, 07:42 PM IST

କଟକ: କଟକରେ ଆଜି ଏକ ଡକାୟତି ଯୋଜନାକୁ ପୋଲିସ ବିଫଳ କରିଦେଇଛି। ନୟା ସଡ଼କ ଅଞ୍ଚଳରେ ଥିବା ଏକ ସୁନା ଦୋକାନରେ ଡକାୟତି ପାଇଁ ଦୁର୍ବୃତ୍ତମାନେ ଯୋଜନା କରୁଥିବା ବେଳେ ୪ଜଣଙ୍କୁ ପୁରୀ ଘାଟ ଥାନା ପୋଲିସ୍‌ ଗିରଫ କରିଛି। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୬ଟି ମୋବାଇଲ ସମେତ ୨ଟି ମାରାଣାସ୍ତ୍ର ଜବତ କରିଛି ପୋଲିସ୍‌।

ଗିରଫଙ୍କ ମଧ୍ୟରେ ଥିବା ଟିକ୍‌ ଓରଫ ସତ୍ୟଜିତ ସାହୁ ଭୁବନେଶ୍ୱର ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଗୁଳିକାଣ୍ଡ ଘଟଣାରର ସମ୍ପୃକ୍ତ ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story