ବଡ଼ଗଡ଼ରୁ ଜାଲ ନୋଟ୍‌ ଜବତ ଘଟଣା: ଝାଡଖଣ୍ଡ ଗଲା କମିଶନରେଟ୍‌ ପୋଲିସର ୨ଜଣିଆ ଟିମ୍‌

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ରୁ ଜାଲ ନୋଟ୍‌ ଧରାପଡ଼ିବା ଘଟଣାର ତଦନ୍ତ ପାଇଁ କମିଶନରେଟ୍‌ ପୋଲିସର ୨ଜଣିଆ ଟିମ୍‌ ଝାଡ଼ଖଣ୍ଡ ଯାଇଛି। ସେଠାରେ ଜାଲ ନୋଟ୍‌ ଲିଙ୍କ୍‌ ନେଇ ଟିମ୍‌ ଖୋଳତାଡ କରିବ। ଧରାପଡ଼ିଥିବା ଅଭିଯୁକ୍ତ ସମିମର ବୟାନ ଆଧାରରେ କମିଶନରେଟ୍‌ ପୋଲିସ୍‌ ଝାଡ଼ଖଣ୍ଡ ଯାଇଛି। ଭୁବନେଶ୍ୱରରେ ଏକ ଦୋକାନରେ ଜାଲ ନୋଟ୍ ଦେବା ବେଳେ ଝାଡଖଣ୍ଡର ସମିମ ଅଖତାର ଗିରଫ ହୋଇଥିଲା। ତା’ଠାରୁ ବଡ଼ଗଡ଼ ପୋଲିସ୍‌ ୭ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଜବତ କରିଥିଲା।

fakenote

Rakesh Mallick
  • Published: Sunday, 26 March 2017
  • , Updated: 26 March 2017, 01:36 PM IST

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ରୁ ଜାଲ ନୋଟ୍‌ ଧରାପଡ଼ିବା ଘଟଣାର ତଦନ୍ତ ପାଇଁ କମିଶନରେଟ୍‌ ପୋଲିସର ୨ଜଣିଆ ଟିମ୍‌ ଝାଡ଼ଖଣ୍ଡ ଯାଇଛି। ସେଠାରେ ଜାଲ ନୋଟ୍‌ ଲିଙ୍କ୍‌ ନେଇ ଟିମ୍‌ ଖୋଳତାଡ କରିବ।

ଧରାପଡ଼ିଥିବା ଅଭିଯୁକ୍ତ ସମିମର ବୟାନ ଆଧାରରେ କମିଶନରେଟ୍‌ ପୋଲିସ୍‌ ଝାଡ଼ଖଣ୍ଡ ଯାଇଛି। ଭୁବନେଶ୍ୱରରେ ଏକ ଦୋକାନରେ ଜାଲ ନୋଟ୍ ଦେବା ବେଳେ ଝାଡଖଣ୍ଡର ସମିମ ଅଖତାର ଗିରଫ ହୋଇଥିଲା। ତା’ଠାରୁ ବଡ଼ଗଡ଼ ପୋଲିସ୍‌ ୭ଖଣ୍ଡ ୨୦୦୦ ଟଙ୍କିଆ ନୋଟ୍‌ ଜବତ କରିଥିଲା।

Related story