‘ଗୋଡ଼ ଧରି ଭୁଲ ମାଗିବା ପରେ ବି ଛାଡିଲେନି’

  • Published: Friday, 06 October 2023
  • , Updated: 06 October 2023, 05:52 PM IST

ଇଏ ହେଉଛି ସେହି ସମୟର ଦୃଶ୍ୟ। ଅଟୋ ଡ୍ରାଇଭରଙ୍କୁ ଘେରିଯାଇଛନ୍ତି ଚାରିପାଞ୍ଚ ଜଣ ଯୁବକ। ମନଇଚ୍ଛା ମାଡ଼ ମାରୁଛନ୍ତି। ଇଏ କିଭଳି ମାନସିକତା ? ସେହି ବ୍ୟକ୍ତିଙ୍କ ନାଁ ନୀଳମଣି ବେହେରା। ଭୁବନେଶ୍ବରରେ ଅଟୋ ଚଳାଇ ନିଜର ପରିବାର ପ୍ରତିପୋଷଣ କରନ୍ତି। ସାମାନ୍ୟ କଥାକୁ ନେଇ ଯୁବତୀଙ୍କ ବାପା ଏବଂ ତାଙ୍କ ପୁରୁଷ ବନ୍ଧୁ ମିଶି ମାଡ଼ ମାରି ଦେହହାତ ବଥାଦରଜ କରିଦେଲେ। ଏ ସଂପର୍କରେ ଅଟୋ ଡ୍ରାଇଭରଙ୍କ ଅଭିଯୋଗ ମିଳିଥିଲେ ବି ସଂପୃକ୍ତ ଯୁବତୀ ବା ତାଙ୍କ ପକ୍ଷର ପ୍ରତିକ୍ରିୟା ମିଳିପାରିନି।

Related story